Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
୨୪ ଘଣ୍ଟା ମଧ୍ୟରେ ୪୮୫୨ କରୋନା ପଜିଟିଭ୍
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୬-୨୦୨୧
ରାଜ୍ୟରେ ତଳ ମୁଁହା କରୋନା ସଂକ୍ରମଣ । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୨ କରୋନା ପଜିଟିଭ୍!-->!-->!-->!-->!-->…
୧୬ ଯାଏଁ ପ୍ରବଳ ବର୍ଷା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୬-୨୦୨୧
ମୌସୁମୀ ଆସିଲା । ଲଘୁଚାପ ବି ହେଲା। କିନ୍ତୁ, ଏ ଯାଏଁ ଯେମିତି ଆକଳନ କରାଯାଉଥିଲା ,ସେମିତି ବର୍ଷା ହେଉନାହିଁ। ଆଜିଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହେବ ପ୍ରବଳ ବର୍ଷା । ଉତ୍ତର- ପଶ୍ଚିମ ବଙ୍ଗୋସାଗରରେ ସକ୍ରିୟ ରହିଛି!-->!-->!-->!-->!-->…
୧୮-୪୪ କଏଦୀ ନେଲେ ଟୀକା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୧-୦୬-୨୦୨୧
ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଆଜି ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ୧୮-୪୪ ବର୍ଷ ବର୍ଗର କଏଦୀମାନଙ୍କୁ କୋଭିଡ୍ ଟିକା ଦିଆଯାଇଛି। ଏହି ବର୍ଗରେ ମୋଟ ୩୧୪ ଜଣ କଏଦୀ ଟିକା ନେଇଛନ୍ତି। ସିଡିଏମ ଓ ଡାକ୍ତର ସରୋଜ କୁମାର ମିଶ୍ର ଏବଂ!-->!-->!-->!-->!-->…
ବେତନଟୀ ରେ ପ୍ରଧାନମନ୍ତ୍ରୀ ଭ୍ରାମ୍ୟମାଣ ଚିକିତ୍ସା ସେବା।
ଅଷ୍ଟିନ୍ ନ୍ଯୁଜ/ମୟୂରଭଞ୍ଜ/ଜଗବନ୍ଧୁ ପ୍ରଧାନ
ତା-୧୧-୦୬-୨୦୨୧
ବେତନଟୀର ଜନସାଧାରଣଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।ବେତନଟୀରେ ଆଜି ୩୫ ନଂ ଜୋନର ମଣ୍ଡଳ ସଭାପତି ରାଜକିଶୋର ସାହାଙ୍କ ନେତୃତ୍ବରେ ମଣ୍ଡଳ ଉପସଭାପତି!-->!-->!-->!-->!-->!-->!-->…
ଗୋଡାଇ ଗୋଡାଇ ନାବାଳକଙ୍କୁ ହାଣିଲେ ତିନି ନିଶାସକ୍ତ ଯୁବକ।
ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ
ତା-୧୧- ୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ମୟୂରଭଞ୍ଜ ଜିଲ୍ଲାରେ ନିଶାସେବନ ବଢିବା ସହ ଅପରାଧ ମଧ୍ୟ ବଢି ଚାଲିଛି।ବର୍ତମାନ ସମୟରେ ଗାଁ ଗଣ୍ଡାରେ ହଣା,କଟା,ମାରପିଟ, ଚୋରି ରାହାଜନି ବଢିବାରେ ଲାଗିଛି।କିଛି ଦିନ ପୂର୍ବରୁ କପ୍ତିପଦାରେ ବିଜେପି!-->!-->!-->!-->!-->!-->!-->…
ତୈଳଦର ବୃଦ୍ଧିକୁ ଉଦଳା କଂଗ୍ରେସର ପ୍ରତିବାଦ।
ଅଷ୍ଟିନ ନ୍ୟୁଜ୍/ ମୟୂରଭଞ୍ଜ
ତା-୧୧-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ରାଜ୍ୟ କଂଗ୍ରେସ ତୈଳ ଧର ବୃଦ୍ଧିକୁ ନେଇ ଓଡିଶାର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇ ଅଛି ।ଫଳରେ ଆଜି ରାଜ୍ୟର ଯେଉଁଠି ପେଟ୍ରୋଲ ଓ ଡିଜେଲ ବିକ୍ରି କରାଯାଇଛି ତାର ଆଗରେ ସକାଳ ୭ରୁ!-->!-->!-->!-->!-->!-->!-->…
ପଚିଶ କୋଟି ଖର୍ଚ୍ଚର ହିସାବ ଦେଲେ ଅସିତ ତ୍ରୀପାଠୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୦-୦୬-୨୦୨୧
ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ୨୫ କୋଟି ଟଙ୍କାର ସହାୟତା । କୋଭିଡ୍ ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ମୁଖ୍ୟମନ୍ତ୍ରୀ ଦେଇଥିଲେ ୨୫ କୋଟି ଟଙ୍କା । ଏହି ଅର୍ଥରେ!-->!-->!-->!-->!-->…
ଧାନ ବିକ୍ରି ହେଲା ନାହିଁ, ରାଜରାସ୍ତାରେ ଚାଷୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୦-୦୬-୨୦୨୧
ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ ବିକ୍ରି ନେଇ ଚାଲିଛି ଅଚଳାବସ୍ଥା।ଏହାର ସମାଧାନ ଦାବିରେ ଶେଷରେ ଚାଷୀ ରାଜରାସ୍ତାରେ ।ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଉଲୁଣ୍ଡା ବ୍ଲକ ହିକୁଡି ଛକରେ ୧୨ ଘଣ୍ଟିଆ!-->!-->!-->!-->!-->…
ଛଅ ହଜାର ଉପରେ କରୋନା ସଂକ୍ରମଣ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୦-୦୬-୨୦୨୧
ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ। ଦିନକୁ ଦିନ ତଳକୁ ତଳକୁ ଖସିବାରେ ଲାଗିଛି ସଂକ୍ରମଣର ସଂଖ୍ୟା। ଗତକାଲି ରାଜ୍ୟରେ ୬୦୯୭ ଜଣ ସଂକ୍ରମିତ ବାହାରିଥିବା ବେଳେ ଆଜି ୬ହଜାର ତଳକୁ ଖସିଛି ସଂକ୍ରମଣ। ୨୪ ଘଣ୍ଟାରେ ରାଜ୍ୟରୁ!-->!-->!-->!-->!-->…
