Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୩-୦୬-୨୦୨୧
ଅପେକ୍ଷାର ଅନ୍ତ । ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।ସେହିପରି ମନ୍ତ୍ରୀଙ୍କ ସୂଚନାନୁଯାୟୀ, ଚଳିତ ବର୍ଷ କରୋନାର ୨ୟ ଲହରକୁ ଦେଖି!-->!-->!-->!-->!-->…
କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଉଦ୍ଯମରେ ପହଞ୍ଚିଲା ୪ଲକ୍ଷ ଟୀକା।
ଅଷ୍ଟିନ ନ୍ୟୁଜ୍/ ଭୁବନେଶ୍ୱର
ତା-୧୨-୦୬-୨୦୨୧
କରୋନା ମହାମାରୀକୁ ମାତ ଦେବା ପାଇଁ ଅଣ୍ଟା ଭିଡୁଛନ୍ତି ସରକାର। ପ୍ରଧାନମନ୍ତ୍ରୀଙ୍କ ନିଶ୍ଳୁକ ଟୀକା ଘୋଷଣା ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରୀୟ ସହଯୋଗ ଆବେଦନ ପରେ, ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଚାରି ଲକ୍ଷ ଟୀକା ଆସି!-->!-->!-->!-->!-->…
ସେକ୍ସ ରାକେଟରେ ପୋଲିସ ଚଢାଉ;କିଙ୍ଗପିନ ଅଟକ!
କଟକ/ଅଷ୍ଟିନ ନ୍ୟୁଜ୍
ତା-୧୨-୦୬-୨୦୨୧
ଚାଲିଥିଲା ବେଧଡକ ଦେହ ବେପାର।ତାହା ପୁଣି ବିଳାସପୂର୍ଣ୍ଣ ହୋଟେଲରେ। ଜିନିଷ ନେଇ ମୁଲଚାଲ ହେଉଥିଲା। ଏଭଳି କାରବାର କଟକରେ ଠାବ ହୋଇଛି।କଟକର ପିଲଗ୍ରିମ ରୋଡର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବାର ସୂଚନା ମିଳିଛି।
କମିଶନରେଟ!-->!-->!-->!-->!-->!-->!-->…
ବଢ଼ୁଛି ତୈଳ ଦର, ଡିଜେଲ ଦାମ ଛୁଇଁଲା ୧୦୦
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୬-୨୦୨୧
ଦେଶରେ ତୈଳଦର ନିୟନ୍ତ୍ରଣ ବାହାରକୁ ଗଲାଣି । ସାରା ଦେଶରେ ଏଥିପାଇଁ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଲିଟର ପିଛା ୨୭ ପଇସା ଓ ଡିଜେଲ ୨୩ପଇସା ବୃଦ୍ଧି ପାଇଛି । ତେବେ!-->!-->!-->!-->!-->…
ୟୁଜି ଓ ପିଜି ପରୀକ୍ଷା ବାତିଲ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୬-୨୦୨୧
ଚଳିତ ବର୍ଷ ବନ୍ଦ ହେବନି ୟୁଜି ଓ ପିଜି ପରୀକ୍ଷା । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ସୂଚନା ଦେଇଛନ୍ତି । ତେବେ ଏହା ସହ ଆସନ୍ତା ଆସନ୍ତା ଜୁନ ୧୮ତାରିଖରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି!-->!-->!-->!-->!-->…
ଓଡିଶା ପୋଲିସରେ ନିଯୁକ୍ତି ସୁଯୋଗ।
ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ବର
ତା-୧୨-୦୬-୨୦୨୧
କରୋନା ମହାମାରୀ ସତ୍ବେ ଓଡିଶା ପୋଲିସରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି।ଓଡିଶା ପୋଲିସ ବିଭାଗରେ ୪୭୭ ସବଇନ୍ସପେକ୍ଟର୍ ୨୪୪ କନଷ୍ଟେବଳ ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଜାରି କରାଯାଇଛି।
ଉଭୟ ପୁରୁଷ ଏବଂ ମହିଳା ଆବେଦନ!-->!-->!-->!-->!-->!-->!-->!-->!-->…
ଆଜି ଅନଲକ୍ ହେବ ଇନ୍ଦୋର : ଜାଣନ୍ତୁ କଣ ରହିବ ଖୋଲା ଓ ବନ୍ଦ !!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୬-୨୦୨୧
ମଧ୍ୟପ୍ରଦେଶର ଇନ୍ଦୋର ସହର ଆଜିଠାରୁ ଅନଲକ୍ ହେବାକୁ ଯାଉଛି । ଆଜିଠାରୁ ସହରର ସମସ୍ତ ଧାର୍ମିକ ସ୍ଥାନ, ହୋଟେଲ, ମଲ୍, ରେଷ୍ଟୁରାଣ୍ଟ ଖୋଲିବ । ତେବେ ଖବର ଅନୁଯାୟୀ ସରକାର ଶିକ୍ଷାନୁଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।!-->!-->!-->!-->!-->…
କମିଶନରେଟ୍ ପୋଲିସ୍ ପଦବୀରେ ଅଦଳବଦଳ, ୩ ଏସିପିଙ୍କ ବଦଳି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୬-୨୦୨୧
କମିଶନରେଟ୍ ପୁଲିସ୍ ଅଧିକାରୀସ୍ତରରେ ପୁଣି ଏକ ଛୋଟିଆ ଅଦଳବଦଳ କରାଯାଇଛି । ଏଥର ୩ ଜଣ ଏସିପି ଓ ଜଣେ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ଏସିପି ଚନ୍ଦନ ଘଡ଼ୋଇଙ୍କୁ ପୁଲିସ ସେବା ଭବନ ମୁଖ୍ୟାଳୟରୁ ବଦଳି କରାଯାଇ!-->!-->!-->!-->!-->…
ଆଜି ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା , ୟୁଜି ଓ ପିଜି ପାଠପଢା ନେଇ ନିଆଯିବ ନିଷ୍ପତ୍ତି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୬-୨୦୨୧
କରୋନା ମହାମାରୀ ଯୋଗୁଁ ସ୍କୁଲଠୁ ଆରମ୍ଭ କରି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକର ପାଠପଢ଼ା ବନ୍ଦ ରହିଛି । କାଁ ଭାଁ କିଛି ଶିକ୍ଷାନୁଷ୍ଠାନରେ ଅନଲାଇନ୍ କ୍ଲାସ୍ ହେଉଛି । ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ଗ୍ରୀଷ୍ମ!-->!-->!-->!-->!-->…
