News portal website
before header
Browsing Category

ଓଡିଶା

କରୋନା ସଚେତନତା ରାଲି କଲା କମିଶନରେଟ୍ ପୋଲିସ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୭-୦୬-୨୦୨୧ କରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପୂର୍ବରୁ ଆଜି ପୋଲିସ ଏକ ସଚେତନତା ରାଲି କରିଛି । ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ରାଜଧାନୀର ଭୁବନେଶ୍ୱର ବିଭିନ୍ନ ଗଳି କନ୍ଦି ବୁଲି ଲୋକଙ୍କୁ ସଚେତନ…

ବଡ଼ଚଣାରେ କଳେଙ୍କାରୀ ଭୂତକୁ ଭତ୍ତା ଓ ଡବଲ ଭତ୍ତା ହଡ଼ପ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୬-୨୦୨୧ କରୋନା ସମୟରେ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଏହାର ସୁଯୋଗ ନେଇ କିଛି ଅସାଧୁ କର୍ମଚାରୀ ବେଶ ଫାଇଦା ଉଠଇବାରେ ଲାଗିଛନ୍ତି। ମୃତ ବ୍ୟକ୍ତିଙ୍କର ଭତ୍ତା ହଡ଼ପ କରାଯାଉଛି। ଏପରିକି ଜଣେଜଣେ ଲୋକଙ୍କ ନାଁରେ…

ପୁଣି ବିବାଦରେ ପାକିସ୍ତାନରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୬-୨୦୨୧ ପାକିସ୍ତାନରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତଙ୍କୁ ନେଇ ପୁଣି ଥରେ ବିବାଦ ଉପୁଜିଛି। ସେ ପୁଣି ଥରେ ଅଶ୍ଳୀଳ ଟ୍ବିଟ୍‌ କରିଛନ୍ତି। ଇସ୍ଲାମାବାଦର ଚୀନ ଦୂତାବାସର ସାଂସ୍କୃତିକ କେନ୍ଦ୍ର ନିର୍ଦେଶକ ଝାଙ୍ଗ ହେକିଙ୍ଗ ବନ୍ଧୁ…

ଡେଲଟା ପରି ଡେଲଟା ପ୍ଲସ୍ ମଧ୍ୟ “ଭାରିଆଣ୍ଟ ଅଫ କନସର୍ଣ୍ଣ” ଭାବରେ ଗ୍ରହଣ କରାଯିବା ଉଚିତ୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୬-୨୦୨୧ ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ନାହିଁ ଯାହା ଦର୍ଶାଏ ଯେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଡେଲଟା ଅପେକ୍ଷା ଦ୍ରୁତ ଗତିରେ ବ୍ୟାପିଛି କିନ୍ତୁ ପୂର୍ବକୁ ମଧ୍ୟ ଏକ “ଭାରିଆଣ୍ଟ ଅଫ କନସର୍ଣ୍ଣ” ଭାବରେ ଗ୍ରହଣ…

ଫୁଟପାତ୍ ର ଷ୍ଟ୍ରିଟ୍ ଲାଇଟ୍ ସାଜିଛି ଛାତ୍ରର ପଢା ଘର ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୬-୨୦୨୧ ସୁନ୍ଦରଗଡ଼ ରାଜଗାଙ୍ଗପୁର ରାସ୍ତା ର ଷ୍ଟ୍ରିଟ୍ ଲାଇଟ୍ ସାଜିଛି ଛାତ୍ର ର ପଢା ଘର । କଥା ଟି ଆପଣଙ୍କୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ । ଏହା ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରର ଦୃଶ୍ୟ । ଆଜକୁ ୩୦ ବର୍ଷ ପୂର୍ବେ ବିହାର…

ଜୁଲାଇରେ ଭାରତରେ ମିଳିପାରେ ଜନସନ ଆଣ୍ଡ ଜନସନ କୋଭିଡ ଟିକା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୬-୨୦୨୧ ଆମେରିକୀୟ କମ୍ପାନୀ ଜନସନ ଆଣ୍ଡ ଜନସନଙ୍କ ଦ୍ବାରା ବିକଶିତ ହୋଇଥିବା କୋଭିଡ-୧୯ ଟିକା ଚଳିତ ବର୍ଷ ଜୁଲାଇ ସୁଦ୍ଧା ଭାରତରେ ଅଳ୍ପ ପରିମାଣରେ ଉପଲବ୍ଧ ହେବ।ଭାରତର ଆସୋସିଏସନ ଅଫ୍ ହେଲଥ କେୟାର ପ୍ରୋଭାଇଡର୍ସ ବ୍ୟକ୍ତିଗତ ଭାବରେ…

ଅଭିଭାବକ ମହାସଂଘର ଦାବି: ଫେଲ ପିଲାଙ୍କ ପାଇଁ କରାଯାଉ ପୁନର୍ବିଚାର….

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୭-୨୦୨୧ ଶୁକ୍ରବାର ଫେଲ ପିଲାଙ୍କ ପାଇଁ ପୁନର୍ବିଚାର ହେଉ : ଅଭିଭାବକ ମହାସଂଘ ବାହାରିଲା ମାଟ୍ରିକ ଫଳ । ଏଥିରେ ଅଧିକାଂଶ ପିଲାଙ୍କୁ ଆଶାତିତ ସଫଳତା ମିଳିଛି କହିଲେ ଠିକ୍ ହେବ। ଏଥର ମାଟ୍ରିକ ପରୀକ୍ଷା ପାସ୍ ହାର ୯୭.୮୯ ପ୍ରତିଶତ…

ଜୁଲାଇ ୧ ଯାଏଁ ଲାଗୁ ହେବନି ନୂଆ ନିୟମ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୬-୨୦୨୧ ଲକଡାଉନ ଯୋଗୁ ନୂଆ ପରିବହନ ଆଇନ ଏବେ ଲାଗୁ ହେବ ନାହିଁ। ଜୁଲାଇ ୧ ଯାଏଁ ନିୟମ ଲାଗୁ ହେବନି। ବର୍ତ୍ତମାନ ପାଇଁ ଏହା କୋହଳ ରହିଲା। ଜୁଲାଇ ୧ ପରେ ଯାହା ରାଜ୍ୟ ସରକାର ଲକଡାଉନ ନେଇ ନିଷ୍ପତ୍ତି ନେବେ। ସେହି ଅନୁସାରେ ପରିବହନ…

ଦେହଜୀବୀଙ୍କ ଟିକାକରଣ ପାଇଁ ବିଏମସିର ସ୍ବତନ୍ତ୍ର ବ୍ୟବସ୍ଥା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୬-୨୦୨୧ ସ୍ବତନ୍ତ୍ର ମୋବିଲାଇଜେସନ ଜରିଆରେ ବିଭିନ୍ନ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଟିକାକରଣରେ ସାମିଲ କରିଛି ବିଏମସି । ଖାସ କରି ଭୁବନେଶ୍ବର ମାଳି ସାହିର ଦେହଜୀବୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରିଛି ବିଏମସି । ଟିକାକରଣରେ…

ଆଜି ବାହାରିବ ମାଟ୍ରିକ୍ ରେଜଲ୍ଟ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୬-୧୦୨୧ ଆଜି ବାହାରିବ ମାଟ୍ରିକ୍ ରେଜଲ୍ଟ । ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟା ବେଳେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।ତେବେ ସନ୍ଧ୍ୟା ୬ଟା…