News portal website
before header
Browsing Category

ଓଡିଶା

ମାତିଛନ୍ତି ସାଇବର ଠକ ଏସି ମରାମତି ନାଁରେ ୯୨ ହଜାର ଚୂନ

ଓଡ଼ିଶାରେ ମାତିଛନ୍ତି ସାଇବର ଠକ। ଏସି ମରାମତି ନାଁରେ ୯୨ ହଜାର ଚୂନ ଲଗାଇଲେ ସାଇବର ଠକ। ଜଣେ ସରକାରୀ କର୍ମଚାରୀଙ୍କୁ ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି।  ଅନ୍‌ଲାଇନରେ ଏସି ମରାମତି ସାଇଟ୍ ଖୋଜି ଠକେଇର ଶିକାର ହୋଇଛନ୍ତି କର୍ମଚାରୀ। ଲିଙ୍କ୍ ପଠାଇ ରେଜିଷ୍ଟ୍ରେସନ କରିବାକୁ କହି…

ବକେୟା ବିଦ୍ୟୁତ୍ ବିଲ୍ ପଇଠ କରାଇବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା

TPCODLନାଁରେ ମିଛ ମେସେଜ ଦେଇ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ।  ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୨ ଲକ୍ଷ ୭୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବକେୟା ବିଦ୍ୟୁତ୍ ବିଲ୍ ପଇଠ କରାଇବାକୁ କହି ଲୁଟି ନେଲେ ୨ ଲକ୍ଷ ୭୫ ହଜାର। ଟଙ୍କା ଲୁଟ୍ ନେଇ ସାଇବର ଥାନାରେ ଅଭିଯୋଗ…

“କାଉଡ଼ିଆମାନେ ଧର୍ମ କରନ୍ତୁ, ଯାତ୍ରା କରନ୍ତୁ, କିନ୍ତୁ କୋଭିଡ ନିୟମ ପାଳନ କରନ୍ତୁ”

ରାଜ୍ୟରେ ଗତ କାଲି ଏବଂ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ। ଏବେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୫ ହଜାର ଉପରେ କୋଭିଡ ସକ୍ରିୟ ମାମଲା ରହିଛି। କିନ୍ତୁ ମାତ୍ର ୩୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇସିୟୁରେ…

ଆଠ ବର୍ଷରେ ଅଧାରୁ ପାଠ ଛାଡ଼ିଛନ୍ତି ୨୪୦୩ ଏସସି ଏସଟି ଛାତ୍ରଛାତ୍ରୀ

ଆଠ ବର୍ଷ ଭିତରେ ରାଜ୍ୟରେ ୨୪୦୩ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି । ଏଯାଏ ଦଶମ ପାସ ପରେ ୨୦୧୪ ଜଣ ଓ ପ୍ରାୟ ୩୪୭୬ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରେ ନାଁ ନଲେଖାଇ ପାଠପଢା ଛାଡ଼ିଛନ୍ତି । ଆଜି ଏ ସମ୍ପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ…

ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଡ୍ରାଇଭରଙ୍କୁ ମିଳିଲା ଜାମିନ

କାର୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣା ପରଠୁ ବିବାଦ ଘେରରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ଏବେ ତାଙ୍କ ନାଁରେ ମାମଲା ରୁଜୁ କରିଛି ସୋନପୁର ପୁଲିସ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୋନପୁର ଏସ୍‌ପି ଅମରେଶ ପଣ୍ଡା । ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ନାଁରେ…

୨୦ରୁ ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ

ଏହି ଜୁଲାଇ ୨୦ରୁ ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରାଯାଇପାରିବ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି ଯେ, ଜୁଲାଇ ୨୦ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ର ଛାତ୍ରୀ ମାନେ ଆବେଦନ କରିପାରିବେ। ତେବେ…

ବିଜେଡି ବିଧାୟକଙ୍କ ନାଁରେ ଫେକ୍ ଆଇଡି

ବିଜୁ ଜନତା ଦଳର ବିଧାୟକଙ୍କ ନାଁରେ ଫେକ୍ ଆଇଡି । ଫେକ୍ ଆଇଡି କରି ସାଇବର ଠକ ଅର୍ଥ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଖୋଦ୍ ବିଧାୟକ ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ କହିଛନ୍ତି ଯେ, ଘଟଣାକୁ ତିନି ଦିନ ବିତିଯାଇଥିଲେ ବି ଦୋଷୀ…

ରାଜ୍ୟର କେତେ ଶିଶୁ ରାସ୍ତା କଡ଼ରେ ରହୁଛନ୍ତି ?

ରାଜ୍ୟର କେତେ ଶିଶୁ ରହୁଛନ୍ତି ରାସ୍ତା କଡ଼ରେ ? ଆଜି ବିଧାନସଭାରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାସ୍ତାକଡରେ ୩୯୩ ଜଣ ଶିଶୁ ରହୁଥିବା ନେଇ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ସେ କହିଛନ୍ତି ଯେ, ଏବେ ରାଜ୍ୟରେ…

କେବେ ଖୋଲିବ ପୁରୀ ରତ୍ନଭଣ୍ଡାର? ବିଧାନସଭାରେ ଉତ୍ତର ଦେଲେ ମନ୍ତ୍ରୀ

ପୁରୀ ରତ୍ନଭଣ୍ଡାର କେବେ ଖୋଲିବ ? ଏବଂ ରତ୍ନଭଣ୍ଡାରରେ କେତେ ପରିମାଣର ସୁନା, ରୂପା, ହୀରା ଓ ଅନ୍ୟ ରତ୍ନାଦି ଅଳଙ୍କାର ରହିଛି ? ଏହାର ସୁମାରି କରିବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ଅଛି କି ? ବିଧାନସଭାରେ ଆଜି ଏ ଭଳି ପ୍ରଶ୍ନ କରିଛନ୍ତି ବିଧାୟକ ମୋହନ ଚରଣ ମାଝୀ । ଏହାର ଲିଖିତ…

ରାଜ୍ୟରେ ବିଷାକ୍ତ ମଦ ପିଇ ୨୦୧୦-୧୧ରୁ ଏଯାବତ ୫୦ ମୃତ

ବିଷାକ୍ତ ମଦ ପିଇ ୨୦୧୦-୧୧ରୁ ଏଯାବତ ରାଜ୍ୟରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି।  ଆଜି ଏ ନେଇ ବିଧାନସଭାରେ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ଯେ ମୃତ ୫୦ ଜଣଙ୍କ ମଧ୍ୟରୁ ୨୦୧୧-୧୨ରେ କଟକରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିଲା।…