News portal website
before header
Browsing Category

ରାଜନୀତି

ବିଧାୟକ ସ୍ଥିର କଲେ ନେତୃତ୍ୱ।

ନେତୃତ୍ବଦ୍ଵନ୍ଦଦୂରକଲେବିଧାୟକଅମରପ୍ରସାଦ_ଶତପଥୀ ବ୍ରଜମୋହନ ସାମଲଙ୍କ ଦ୍ୱାଦଶ ତିଥିରେ, ନେତୃତ୍ୱକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ବିଧାୟକ।ରଇପୁର ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କୁ ଧର୍ଯ୍ୟ ଓ ସାହାସ ଧରି ପଞ୍ଚାୟତର ସର୍ବାଧିକ ବିକାଶ କରିବା ପାଇଁ ଦେଲେ ଅଭୟ…

କାହିଁକି ପଢିବା ଗୀତା?

ଗୀତା ଆବୃତ୍ତି ପ୍ରତିଯୋଗିତା! ଯାଜପୁର ଜିଲ୍ଲା ବଡଚଣା ବ୍ଳକ, ରଇପୁର ଉଚ୍ଚ ବିଦ୍ୟାଳୟରେ,ସିଧେଶ୍ୱର ପାଠାଗାର ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତା ହୋଇଥିଲା।ବିଦ୍ୟାଳୟ ସ୍ତରରେ ଦଶ ଗୋଟି ବିଦ୍ୟାଳୟର ଅଶୀ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ନିଜକୁ ସାମିଲ କରିଥିଲେ।ଅଂଶ ଗ୍ରହଣ…

ବିମାନ ବନ୍ଦରରେ ପହଁଚିଲେ ମହାମହିମ ରାଷ୍ଟ୍ରପତି।

ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଁଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ,ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ନେତା ନେତ୍ରୀ ଉପସ୍ଥିତ। ୩ ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ…

ରାସନ ଚାଉଳ ପ୍ରଦାନ ସମୟରେ ପଞ୍ଚାୟତ ପ୍ରତିନିଧିଙ୍କ ତଦାରଖ!

ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଯୋଗାଣ ବିଭାଗ ଅଧୀନରେ ଯାଉଥିବା ସାଉଡ଼ିଆ ପଞ୍ଚାୟତ।ସାଉଡ଼ିଆ ଗ୍ରାମର ସରକାରୀ ଖୁଚୁରା କେନ୍ଦ୍ରରେ ଆଜି ସରପଞ୍ଚ ଶ୍ରୀ ଜଗନ୍ନାଥ ଖଣ୍ଡାଇ,ସମିତିସଭ୍ୟ ସୁରେନ୍ଦ୍ରନାଥ ସେନାପତି,ୱାର୍ଡ ପ୍ରତିନିଧି ଆଲୋକ କୁମାର ପ୍ରଧାନ ଯାଇ ତଦାରଖ କରୁଥିବାର ଦେଖିବାକୁ…

ବାଦ-ବିବାଦ-ପ୍ରତିବାଦରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ!

ଏଭିଳି ଘଟଣା ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଗୋପାଳପୁର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।ବିଦ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ କରି ବିଦ୍ୟାଳୟ କତ୍ତୃପକ୍ଷ ଓ ପରିଚାଳନା କମିଟି ହଟହଟା ହେଇଥିବାର ଦେଖିବାକୁ ମିଳିଥିଲା। …