News portal website
before header

ପେଟ୍ରୋଲ ପମ୍ପ ରେ ଗଣ୍ଡଗୋଳ ; ୨ ଗିରଫ

କଟକ/ଅଷ୍ଟିନ୍ ନ୍ୟୁଜ ୦୪-୦୬-୨୦୨୧ କଟକ ଜଗତପୁର ନିକଟସ୍ତ ଗୋଲେଇ ଛକ ପେଟ୍ରୋଲ ପମ୍ପ ଠାରେ ଦୁଇଜଣ ଲୋକ ଗାଡିରେ ତେଲ ପକାଇବାକୁ ଆସି ସେଠାରେ ଅନ୍ୟ ଜଣେ ଗ୍ରାହକଙ୍କୁ ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ କରିଥିଲେ। ତା ସହ ପେଟ୍ରୋଲ ପମ୍ପର ମ୍ୟାନେଜର ଓ କର୍ମଚାରୀ ଙ୍କ ସହିତ ମଧ୍ୟ ଗଣ୍ଡଗୋଳ…

ମଧ୍ୟପ୍ରଦେଶରେ ବାହା ହେଲେ ଦବାକୁ ପଡ଼ିବ ଭ୍ୟାକ୍ସିନେସନ ସାର୍ଟିଫିକେଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୬-୨୦୨୧ ମଧ୍ୟପ୍ରଦେଶ ସରକାର ଲକଡାଉନ କରି ରାଜ୍ୟରେ ବିବାହ ଉତ୍ସବକୁ ଅନୁମତି ଦେବା ପରେ ବାଲାଘାଟର ୱାରାସୋନିରେ ପ୍ରଶାସନ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ଦମ୍ପତିଙ୍କୁ ବିବାହ ପାଇଁ ଟୀକାକରଣ ପ୍ରମାଣପତ୍ର ଦେବା…

ନକଲି ମଦ କାରଖାନାରୁ ଦୁଇ ଗିରଫ।

ମୟୁରଭଞ୍ଜ / ଅଷ୍ଟିନ୍ ନ୍ୟୁଜ ଖୁଣ୍ଟା - ଜଗବନ୍ଧୁ ପ୍ରଧାନ ତା - ୦୨-୦୬-୨୦୨୧ କପ୍ତିପଦା ଉପଖଣ୍ଡରେ ଚୋରା ମଦ ଓ ଦେଶୀ ମଦର ପ୍ରବଳ ବିକ୍ରି ଚାଲୁଛି। ଏହି ଲକଡାଉନ ସମୟରେ ବ୍ଯାପକ ମାତ୍ରାରେ ଚାଲୁଅଛି। ଏହାର ଫାଇଦା ନେଇ ଖୁଣ୍ଟା ଠାରେ,ମାମୁ ଓ ଭଣଜା ଚଲାଇଥିଲେ ନକଲି ମଦ…

ରାଜ୍ୟରେ CHSE (+2) ପରୀକ୍ଷା ବାତିଲ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୬-୨୦୨୧ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ସମୟରେ CHSE ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ…

ଗତ 24 ଘଣ୍ଟାରେ 39 ମୁଣ୍ଡ ନେଲା କରୋନା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୬-୨୦୨୧ ଗତ 24 ଘଣ୍ଟାରେ 39 ଜଣଙ୍କର ମୁଣ୍ଡ ନେଇଛି ମହାମାରୀ । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2912 । ଏପ୍ରିଲ ମାସରେ ରାଜ୍ୟରେ 1,13,591 ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 118 ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । …

ପେଟ୍ରୋଲ ଓ ଡିଜେଲ ଟଙ୍କାରେ ସରକାରଙ୍କ କରୋନା ମୁକାବିଲା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୬-୨୦୨୧ କରୋନା ମହାମାରୀ ଭିତରେ ଭଢ଼ି ଚାଲିଛି ପେଟ୍ରୋଲ ଦଳ। ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ଏହି ସମୟରେ ସମସ୍ତ ରେକର୍ଡ ଭାଙ୍ଗିଛି। ଦୁଇ ଦିନ ପରେ ଆଜି ପୁଣି ତୈଳ ଦରରେ ବୃଦ୍ଧି ଘଟିଛି। ଜୁନ୍ ୪ରେ ସରକାରୀ ତୈଳ…

ପଞ୍ଜାବରେ କରୋନା ସଂକ୍ରମିତ ବାଣ୍ଟିଲେ ଭଗବାନଙ୍କ ପ୍ରସାଦ, ଶିକ୍ଷାମନ୍ତ୍ରୀ ସମେତ ପୂର୍ବତନ ବିଧାୟକ କଲେ ସେବନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୬-୨୦୨୧ ପଞ୍ଜାବର ସାଙ୍ଗରୁରୁ ଅବହେଳାର ଏକ ବଡ ମାମଲା ସାମ୍ନାକୁ ଆସିଛି। ଜଣେ କରୋନା ପଜିଟିଭ୍ ବ୍ୟକ୍ତି ଗୁରୁଦ୍ୱାରର ଶହ ଶହ ଲୋକଙ୍କୁ ପ୍ରସାଦ ବଣ୍ଟନ କରିଥିଲେ, ଯାହା ସେଠାରେ ସଂକ୍ରମଣ ବଢାଇବା ସମ୍ଭାବନା ସୃଷ୍ଟି କରିଛି…

ଦୁଇଦିନ ପରେ କମିଲା ସଂକ୍ରମଣ ..

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୪-୦୬-୨୦୨୧ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବା ଜଣାପଡିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।ସେମାନଙ୍କ ମଧ୍ୟରେ…

ରାଜଧାନୀ ଭୁବନେଶ୍ୱର ରେ ଟିକାର ଅଭାବ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୬-୨୦୨୧ ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ରହିଥିବା ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ ଯେଉଁମାନେ ମେ ୩ରେ ପ୍ରଥମ ଡୋଜ ଟିକା…

ଟିକା ନେଲେ ମିଳୁଛି ମାଗଣା ବିରିୟାନୀ ସହ ପୁରସ୍କାର; ଜାଣନ୍ତୁ କେଉଁଠି ..

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୬-୨୦୨୧ କରୋନା ଟିକାକରଣ ଅଭିଯାନରେ ସମସ୍ତ ଶ୍ରେଣୀର ଲୋକ ଅଂଶଗ୍ରହଣ କରୁଛନ୍ତି । କିନ୍ତୁ କିଛି ଏମିତି ସ୍ଥାନ ଅଛି ଯେଉଁଠାରେ କରୋନା ଟିକା ନେବାକୁ ଲୋକମାନେ ଭୟଭୀତ ହେଉଛନ୍ତି । ତେଣୁ ବିଭିନ୍ନ ସ୍ଥାନରେ ଟିକାକରଣକୁ…