News portal website
before header

ବିମାନ ବନ୍ଦରରେ ପହଁଚିଲେ ମହାମହିମ ରାଷ୍ଟ୍ରପତି।

ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଁଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ,ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ନେତା ନେତ୍ରୀ ଉପସ୍ଥିତ। ୩ ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ…

ବଳକା ଥିଲେ ଦେଇଯାଅ; ଆବଶ୍ୟକ ଥିଲେ ନେଇଯାଅ!

ସମାଜସେବୀ ଗଗନ ପାଇଟାଳ! ନାଁ ଟିକୁ ଶୁଣୁ ଶୁଣୁ ଆପଣ ଜାଣି ସାରିବେଣୀ ଆଜିର ଆଲୋଚନା କାହାଙ୍କୁ ନେଇ।ଗରିଵ,ଖଟିଖିଆ,ଅବହେଳିତ,ମେହେନତି ମଣିଷର ଦରଦୀ ବନ୍ଧୁ ଗଗନ ସାର ଙ୍କ କଥା ଆମେ କହୁଛୁ। https://youtu.be/YZL-d8uufGA ଜଗତସିଂହପୁର ଜିଲ୍ଲାରେ ଗଗନ ସାରଙ୍କ…

ଜମିଜମା ଘଟଣାକୁ କେନ୍ଦ୍ର-କରି ଦୁଇ ପରିବାର ହାତାହାତି!

ଦୀର୍ଘଦିନର ଜମିବାଡ଼ି ସମସ୍ୟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ।ଉଭୟ ପକ୍ଷଙ୍କ ମୁଣ୍ଡ ଫାଟି କ୍ଷତ ହୋଇଥିବାର ଦେଖିବାକୁ ମିଳିଛି।ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ରଇପୁର ଗ୍ରାମର କଳ୍ପତରୁ ତରାଇ ଓ ତାଙ୍କ ଭାଇଆ ସୁରେନ୍ଦ୍ର ତରାଇଙ୍କ ମଧ୍ୟରେ ଦୀର୍ଘଦିନ ଧରି ଘର କରି…

ମାଗଣାରେ ରେନି ପ୍ରୋଜେକ୍ଟ!

ଭୂତଳ ଜଳ ସଂରକ୍ଷଣ ପାଇଁ ରେନି ପ୍ରୋଜେକ୍ଟ। ବର୍ତ୍ତମାନ ମାଟିର ଘୋର ଅଭାବ,ଯେଉଁଆଡକୁ ଲକ୍ଷ କରିବେ କଂକ୍ରିଟ,କୋଠା ଏବଂ ଟାଇଲରେ ଭରପୁର।ବର୍ଷା ହେଲେ ବର୍ଷା ଜଳ ଗଡ଼ିକି ନାଳ ନଈ କୁ ପଳାଇଯାଉଛି,ମାଟି ତଳକୁ ଯେତିକି ପରିମାଣର ଯିବା କଥା ଯାଇପାରୁନାହିଁ।ସେଥିପାଇଁ ଭୁବନେଶ୍ୱର ମହାନଗର…

ବଡଚଣା ବିକାଶ ପରିଷଦର ବାର୍ଷିକ ଉତ୍ସବ ଶେଷ।

ଯାଜପୁର ଜିଲ୍ଲା ବଡଚଣା ବ୍ଲକରେ ନୂତନ କରି ଗଢି ଉଠିଥିବା ସାମାଜିକ ସଂଗଠନ ବଡଚଣା ବିକାଶ ପରିଷଦର ବାର୍ଷିକ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି।ସଭାପତି ଚିନ୍ମୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ମୋଟର ସାଇକେଲରେ ଏକ ଶୋଭାଯାତ୍ରା କୋଲଣଗିରି ଠାରୁ ନାନପୁର ସ୍ଥିତ ସୂର୍ଯ୍ୟ ମଣ୍ଡପ ପର୍ଯ୍ୟନ୍ତ…

ଫ୍ରିଡ଼ମ ତେଲରୁ ବାହାରୁଛି ପାଣି!

ବଜାରରେ ବିକ୍ରି ହେଉଛି ପାଣି ମିଶା ଫ୍ରିଡ଼ମ ତେଲ;ଶୋଇପଡ଼ିଛି ଯୋଗାଣ ବିଭାଗ! ବଜାରରୁ ଫ୍ରିଡ଼ମ ତେଲ କିଣୁଥିଲେ ସାବଧାନ!ଯଦି ଆପଣ ଫ୍ରିଡ଼ମ ତେଲ କିଣୁଛନ୍ତି ସେଥିରୁ ପାଣି ବାହାରି ପାରେ।ବାଲିଚନ୍ଦ୍ରପୁର ଅଞ୍ଚଳରେ ଏହି ତେଲକୁ ଯେଉଁମାନେ କିଣୁଛନ୍ତି ପ୍ୟାକେଟ ମଧ୍ୟରୁ ପାଣି…