ଉଦୟଗିରି ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରରେ ସ୍ବଛତା ପକ୍ଷ ପାଳନ!
ଅଷ୍ଟିନ ନ୍ଯୁଜ/ଉଦୟଗିରି
ତା-୦୯-୦୪-୨୦୨୨
ବିଶ୍ବ ସ୍ବଛତା ପକ୍ଷ ପାଳନ ସପ୍ତାହ ଅବସରରେ,ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଉଦୟଗିରି ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରରେ ପାଳନ ହୋଇଛି।ସ୍ବାସ୍ଥ୍ଯ କେନ୍ଦ୍ର ମୁଖ୍ଯ ଅଧିକାରୀ ଡା. ବି.ବି ସାହୁ, ଆୟୁଷ ଡା. ଶୁଭ୍ରଜ୍ଯୋତି ସ୍ବାଇଁ,!-->!-->!-->!-->!-->…
