Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Author
Austin News 1530 posts 0 comments
Voice Of New Generation
ବୁଦ୍ଧଦେବ ବରିଷ୍ଠ ନାଗରିକ ମଞ୍ଚର ମନ୍ଦିର ସଫେଇ।
ଅଷ୍ଟିନ ନ୍ଯୁଜ/ଯାଜପୁର
ତା-୦୯-୦୫-୨୦୨୨
ପରିବେଶ ସୁରକ୍ଷା ଓ ଯତ୍ନ ପାଇଁ ପାଦ କାଢିଛି ବୁଦ୍ଧଦେବ ବରିଷ୍ଠ ନାଗରିକ ମଞ୍ଚ।ଏହି ବରିଷ୍ଠ ନାଗରିକ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ ପରିବେଶ ସୁରକ୍ଷା ଏବଂ ସଫେଇ ପାଇଁ ହାତ ବଢାଇଛନ୍ତି। ଏହି ଅନୁଷ୍ଠାନର ସମସ୍ତ ସଦସ୍ଯ!-->!-->!-->!-->!-->…
ଉପନିର୍ବାଚନରେ ରାଧାରାଣୀ ବିଜେପି ପାର୍ଥୀନି।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୦୮-୦୫-୨୦୨୨
ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଗୁଲ ବାଜିଥିବା ବେଳେ, ରାଜନୈତିକ ଦଳମାନେ ନିଜର ପାର୍ଥୀ ଓ ପାର୍ଥୀନୀ ମାନଙ୍କୁ ନିର୍ବାଚନ ଲଢିବା ପାଇଁ ଠିଆ କରାଇଛନ୍ତି।ଭାରତୀୟ ଜନତ ପାର୍ଟି (ବିଜେପି) ପୂର୍ବତନ ବିଧାୟିକା ଶ୍ରୀମତୀ ରାଧାରାଣୀ!-->!-->!-->!-->!-->…
ଆରପାରିରେ ପଦ୍ମଶ୍ରୀ ରଜତ କର।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୦୮-୦୫-୨୦୨୨
ମହାନ୍ ସାରସ୍ଵତ ସାଧକ, ପ୍ରାଜ୍ଞ ପ୍ରଵଚକ, ପ୍ରବୀଣ ବକ୍ତା , ଶ୍ରୀଜଗନ୍ନାଥ ସଂସ୍କୃତି ର ସମର୍ପିତ ଉପାସକ ପଦ୍ମଶ୍ରୀ ରଜତ କର ଇହଲୀଳା ସମ୍ବରଣ କରିଛନ୍ତି।ପ୍ରବୀଣ ଶିକ୍ଷାବିତ,ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା , ବିଗତ!-->!-->!-->!-->!-->…
ଶନି ମନ୍ଦିରରେ ପୂଜା ଚାଲିଥିବା ବେଳେ ସଭାପତିଙ୍କ ସହ ଆଲୋଚନା।
https://youtu.be/BnM_tXXSuog
