News portal website
before header
[URIS id=5393]

ଜୀବନ ସହ ସଂଗ୍ରାମ କରୁଛି ସାହିଲ।

0 335

ଅଷ୍ଟିନ୍ ନ୍ଯୁଜ/କଟକ

Notice

ତା-୧୮-୦୫-୨୦୨୨

ଜୀବନ କ’ଣ ବୁଝିବା ଆଗରୁ ଜୀବନ ସହ କରୁଛି ସଂଘର୍ଷ।ପାଞ୍ଚ ବର୍ଷର ପିଲା ଆଖି ପଟେ ବ୍ଯାଣ୍ଡେଜ ହୋଇ ଓହଳିଛି ପିଣ୍ତୁଳାଟି। ଚିକିତ୍ସା ପାଇଁ ସର୍ବସ୍ବ ହରାଇ ଦେଲେଣି ବାପା ମାଆ। କଟକ ଜିଲ୍ଲା ବୟାଳିଶିମୌଜା ଅଞ୍ଚଳର,ବ୍ରହ୍ମପୁର ପଞ୍ଚାୟତର ଶ୍ରୀରାମପୁର ଗ୍ରାମର,ଗଣେଶ୍ୱର ମଲ୍ଲିକ ଜଣେ ଦିନ ମଜୁରିଆ ଅଟନ୍ତି।ସ୍ତ୍ରୀ ଗୃହିଣୀ ।ପାଞ୍ଚ ବର୍ଷର ପୁଅ ସାହିଲଙ୍କୁ କ୍ୟାନ୍ସର।

ବର୍ତ୍ତମାନ ସୁଦ୍ଧା ପିଲାଟି ୧୩ଟି କେମୋ ନେଇ ସାରିଛି ।ଆଖି ପାଖେ ଅପରେସନ ପରେ ବ୍ୟାଣ୍ଡେଜ୍ ହୋଇଛି।ଅର୍ଥ ଅଭାବରୁ ହେଇ ପାରୁନି ଚିକିତ୍ସା। ଆଗକୁ ଚିକିତ୍ସା ପାଇଁ ଆବଶ୍ଯକ ଟଙ୍କା।ସହାୟତାର ହାତ ବଢ଼ାଇବା ପାଇଁ ସାହିଲଙ୍କ ପିତାମାତା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.