ଓଡିଶା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ, ଘଟଣା ସ୍ଥଳ ବୁଲି ଦେଖିଲେ ବିଜେପି ଟିମ Austin News Jul 2, 2020 0 https://youtu.be/_zAdwNBAPsc
ଓଡିଶା ଘରେ ବସି ରାସନକାର୍ଡ ସଂସୋଧନ କରନ୍ତୁ, ହେଲେ କେମିତି ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ। Austin News Jul 1, 2020 0 ରାସନ କାର୍ଡ କିପରି ସଂଶୋଧନ କରିବେ? ଭୁବନେଶ୍ବର ୦୧-୦୭-୨୦୨୦ ଆପଣ ମାନେ ସମସ୍ତେ ରାସନ କାର୍ଡ଼ ବିଷୟରେ ଜାଣିଥିବେ ନିଶ୍ଚୟ। ଯଦି ଆପଣଙ୍କ ପାଖରେ ରାସନ କାର୍ଡ଼ ଅଛି ଏବଂ ସେଥିରେ କିଛି ତ୍ରୁଟି ରହିଛି ତାହେଲେ ତାକୁ ଠିକ କେମିତି କରିବେ, ରାସନ କାର୍ଡ଼ରେ କୌଣସି ନୂତନ!-->!-->!-->!-->!-->!-->!-->…
ଓଡିଶା ଅନଲକ୍-୨ ରେ କ’ଣ କଟକଣା ରହିଛି? ପଢନ୍ତୁ ସମ୍ପୂର୍ଣ୍ଣ ଖବର। Austin News Jun 30, 2020 0 ଭୁବନେଶ୍ବର ୩୦/୬/୨୦୨୦ ରାଜ୍ୟରେ ଅନଲକ୍-୨ କଟକଣା। ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି। ରାଜ୍ୟରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ବନ୍ଦ ରହିବ। ସ୍କୁଲ-କଲେଜରେ କୌଣସି ପରୀକ୍ଷା ହେବାକୁ ଥିଲେ, ସ୍ଥିତି ଦେଖି!-->!-->!-->!-->!-->…
ଓଡିଶା କରୋନା ସଂକ୍ରମଣ କୁ ନେଇ କ’ଣ କହିଲେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ! Austin News Jun 29, 2020 0 ଭୁବନେଶ୍ବର ତା-୨୯-୦୩-୨୦୨୦ କରୋନା ସଂକ୍ରମଣକୁ ନେଇ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଯେ, ଯେତେବେଳେ ଜଣେ ରୋଗୀ ଆକ୍ରାନ୍ତ ହେଉଛି, ପ୍ରଥମେ ଜାଣିବା ଦରକାର, ସେ ରୋଗ କେଉଁଠୁ ଆସିଲା। କଣ୍ଟାକ୍ଟ ଟ୍ରେସିଂ ଜାଣିବା!-->!-->!-->!-->!-->!-->!-->!-->!-->…
ବାଣିଜ୍ୟ ଚାଇନିଜ ଫୋନ ର ଅସ୍ତିତ୍ୱ ଶେଷ Austin News Jun 29, 2020 0 ଭୁବନେଶ୍ବର ତା-୨୯-୦୬-୨୦୨୦ ବର୍ତ୍ତମାନ ଚାଇନା ଜିନିଷକୁ ବର୍ଜନ ପାଇଁ ଦେଶ ସାରା ଆନ୍ଦୋଳନ ଚାଲିଥିବା ବେଳେ, ସ୍ବଦେଶୀ ଜିନିଷ ବ୍ୟବହାର ପାଇଁ ଭାରତର ଅନେକ କମ୍ପାନୀ ଲାଗି ପଡିଛନ୍ତି। ତେବେ ସବୁଠାରୁ ଅଧିକ ବ୍ୟବହୃତ ମୋବାଇଲ ଜାହାକୁ ବାଇକଟ୍ ପାଇଁ ସାରା ଦେଶରେ ଆନ୍ଦୋଳନ!-->!-->!-->!-->!-->…
ମନୋରଞ୍ଜନ ସୁଶାନ୍ତଙ୍କ ସ୍ମୃତିକୁ ତାଜା ରଖିବା ପାଇଁ ପରିବାର ଲୋକେ କଲେ ବଡ଼ ଘୋଷଣା : ଜାଣନ୍ତୁ କ’ଣ? Austin News Jun 28, 2020 0 ମୁମ୍ବାଇ ୨୮/୬/୨୦୨୦ ସୁଶାନ୍ତ ସିଂହଙ୍କ ପରଲୋକକୁ ଅନେକ ଦିନ ହୋଇ ସାରିଛି । ସୁଶାନ୍ତ ସିଂହଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକ ଏବେ ବି ଦୁଃଖରୁ ବାହାରି ପାରି ନାହାନ୍ତି। ଏହି ସମୟରେ ତାଙ୍କ ପରିବାର ଏକ ଷ୍ଟେଟମେଣ୍ଟ ଫ୍ୟାନଙ୍କ ପାଇଁ ଜାରି କରିଛନ୍ତି। ଏହି ଷ୍ଟେଟମେଣ୍ଟ!-->!-->!-->!-->!-->…
ଓଡିଶା କାହା ବିରୋଧରେ କାର୍ଯ୍ଯନୁଷ୍ଠାନ ନେବାକୁ ଦାବି କଲେ!ଓଡିଶା ବିଜେପିର ଲଢୁଆ ନେତା? Austin News Jun 27, 2020 0
ଦେଶ ବିଦେଶ ଯାତ୍ରୀ ବାହୀ ଟ୍ରେନ ବାତିଲ! ହେଲେ କେତେଦିନ? Austin News Jun 25, 2020 0 ନୂଆଦିଲ୍ଲୀ ତା-୨୫-୦୬-୨୦୨୦ ବର୍ତ୍ତମାନ କରୋନାର ଭୟବହତାକୁ ଲକ୍ଷ୍ଯ କରାଯାଇ ଭାରତୀୟ ରେଳବାଇ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି। କେବଳ ମାଲବାହୀ ଟ୍ରେନକୁ ଛାଡିଦେଲେ, ଅନ୍ୟ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ସ୍ଥଗିତ କରାଯାଇଛି। ରେଳବାଇ ପକ୍ଷରୁ ସୂଚନାଆସନ୍ତା ୧୨ଅଗଷ୍ଟ!-->!-->!-->!-->!-->!-->!-->…
ବାଣିଜ୍ୟ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର Austin News Jun 25, 2020 0 ଦେଶରେ ଲଗାତାର ଭାବେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର; ଆଜି ପେଟ୍ରୋଲ ଲିଟର ପିଛା ୧୭ ପଇସା ଓ ଡିଜେଲ ଲିଟର ପିଛା ୧୩ ପଇସା ବୃଦ୍ଧି!!