Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!
Author
Austin News 1533 posts 0 comments
Voice Of New Generation
ସରିଲା ଉପନିର୍ବାଚନ;”ଇଭିଏମ”ରେ ସିଲ ପ୍ରାର୍ଥୀଙ୍କ ଭାଗ୍ୟ!
ଭୁବନେଶ୍ବର
ତା-୦୩-୧୧-୨୦୨୦
ରାଜ୍ଯର ଦୁଇ ଦୁଇଟି ନିର୍ବାଚନ ମଣ୍ଡଳୀରେ ଶେଷ ହେଲା ଉପନିର୍ବାଚନ।ବାଦ ବିବାଦ, ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ମଧ୍ଯରେ ପ୍ରଚାର ସରିଥିବା ବେଳେ ଆଜି ଭୋଟ ଗ୍ରହଣ ସରିଯାଇଛି। ଏ ନେଇ ନିର୍ବାଚନ କମିସନର ସୂଚନା ଦେଇଛନ୍ତି।
ତେବେ ବାଲେଶ୍ୱରର!-->!-->!-->!-->!-->!-->!-->…
ଆଇଏଏସ୍ ସ୍ତରରେ ଅଦଳବଦଳ : ପରାଗ ଗୁପ୍ତା ଓଏଫ୍ଡିସି ଅଧ୍ୟକ୍ଷ
ଭୁବନେଶ୍ୱର
ତା-୨୮-୧୦-୨୦୨୦
ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ସ୍ତରରେ ଅଦଳ ବଦଳ କରିଛନ୍ତି ।ବରିଷ୍ଠ ଆଇଏଏସ୍ ଅଧିକାରୀ ପରାଗ ଗୁପ୍ତାଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାରଙ୍କୁ ଓଏମ୍ସି ଅଧ୍ୟକ୍ଷ ପଦରେ!-->!-->!-->!-->!-->!-->!-->!-->!-->…
“ସାମ୍ବାଦିକତା” ର କେତେରଙ୍ଗ;ଶୁଭ୍ରାଂଶୁ ପଣ୍ଡାଙ୍କ ଆଲେଖ୍ୟ!
ଭୁବନେଶ୍ବର
ତା-୨୭-୧୦-୨୦୨୦
ବ୍ୟବସାୟୀଙ୍କ ଠାରୁ ଦାଦା ବଟି ଆଦାୟ କରିବା ଅଭିଯୋଗରେ ଗତକାଲି ୬ ଜଣ ୱେବ୍ ପୋର୍ଟାଲ୍ ସାମ୍ବାଦିକଙ୍କୁ ଗିରଫ କରିଛି ଭୁବନେଶ୍ବର ପୁଲିସ। ସେମାନେ ଖବର ପ୍ରସାରଣର ଭୟ ଦେଖାଇ ଜଣେ ଉଦ୍ୟୋଗପତିଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।
!-->!-->!-->!-->!-->!-->…
ଓ୍ବେବପୋର୍ଟାଲ “ସାମ୍ବାଦିକ” ଗିରଫ;ତଦନ୍ତ ଜାରି।
ଭୁବନେଶ୍ବର
ତା-୨୬-୧୦-୨୦୨୦
ବିଭିନ୍ନ ସମୟରେ ସାମ୍ୱାଦିକ ମାନଙ୍କୁ ନେଇ ଲାଗି ରହେ ସମସ୍ୟା।ନକଲି ଅସଲି,ବେଳେ ବେଳେ ସାଧାରଣ ଜନତାଙ୍କୁ ସମସ୍ଯାରେ ପକାନ୍ତି ଏ ସାମ୍ବାଦିକ ମାନେ। ତେବେ ଏଭଳି ପରିସ୍ଥିତିରେ କମିସନରେଟ ପୋଲିସ ଚଢାଉକରି ପ୍ରଥମ ପର୍ଯ୍ୟାୟରେ ୬!-->!-->!-->!-->!-->!-->!-->…
ସଭାପତିଙ୍କ “ହଁ” ସମ୍ପାଦକଙ୍କ “ନା” କୁ ନେଇ ଉତ୍ତ୍ଯକ୍ତ ସମବାୟ ସମିତି ଚାଷୀ!
ଯାଜପୁର
ତା-୨୪-୧୦-୨୦୨୦
ଗୋଟିଏ ପଟେ ରାଜ୍ଯ ସରକାରଙ୍କ ସମବାୟ ସମିତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବାଲେଶ୍ୱର ଉପନିର୍ବାଚନ ପ୍ରଚାରରେ ମଙ୍ଗୁ ଭାଇଙ୍କ ମ୍ରୃତ୍ୟୁ ଦଳ ପାଇଁ ଏକ ସୁଯୋଗ ବୋଲି କହି ବିବାଦରେ ଥିବା ବେଳେ।
ଯାଜପୁର ଜିଲ୍ଲା ବଡଚଣା!-->!-->!-->!-->!-->!-->!-->!-->!-->…
ଗ୍ୟାଙ୍ଗଷ୍ଟାର “ଟିଟୋ”ନେଟ୍ଓ୍ୱାର୍କର କାଲା ବାବୁ ଗିରଫ!
କଟକ
ତା-୨୪-୧୦-୨୦୨୦
ଦୁର୍ଦ୍ଦାନ୍ତ ଗ୍ଯାଙ୍ଗଷ୍ଟାର "ଟିଟୋ" ଔରଫ ସୟଦ ଉସମାନ ଅଲ୍ଲୀ, ପୋଲିସ ଏନକାଉଣ୍ଟରରେ ଗିରଫ ହୋଇ ଜେଲରେ ଥିବା ବେଳେ। ତା ନେଟୱାର୍କର ଚେର ରାଜ୍ଯ ତଥା ରାଜ୍ଯ ବାହାରକୁ ଲମ୍ବିଛି ।
ସେ ଜେଲରେ ଥିଲେ ମଧ୍ୟ ତା ନାମରେ ଆଜି ବି ଅନେକ!-->!-->!-->!-->!-->!-->!-->!-->!-->…
