Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ହାତୀ ଆତଙ୍କରେ ଭୟଭୀତ ଲୋକେ;ଜଣେ ଆହାତ!
https://youtu.be/HfpeZfiCkHM
ହାତୀ ଆକ୍ରମଣରେ ନିତ୍ୟାନନ୍ଦ ଗିରି(୬୫)ଗୁରୁତରହାତୀ ବ୍ରହ୍ମବରଦା ମହିମା ଛକ ଠାରେ ହାତୀ ଶୁଣ୍ଡରେ ବୁଲାଇ ଫିଙ୍ଗି ଦେଇଥିଲା। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଜାରି।
https://youtu.be/HfpeZfiCkHM
ମମିତା ମେହେର ଗଣଦୁଷ୍କର୍ମ ଓ ହତ୍ଯା ଘଟଣାରେ;ମାଓପୋଷ୍ଟର!
ଅଷ୍ଟିନ୍ ନ୍ୟୁଜ/ଭୁବନେଶ୍ବର
ତା-୨୬-୧୦-୨୦୨୧
କୁମୁଡାବାଲି ବ୍ରିଜ ନିକଟରେ ମାଓପୋଷ୍ଟର।ମମିତା ମେହେର ଗଣଦୁଷ୍କର୍ମ ଓ ହତ୍ଯା ଘଟଣାରେ ଚୁପ ଥିବା ସରକାର ପଦକ୍ଷେପ ନ ନଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଲାଇବ ମାଓବାଦୀ ସଂଗଠନ।
ଏନେଇ କୁମୁଡାବାଲି ବ୍ରିଜ ନିକଟରେ!-->!-->!-->!-->!-->!-->!-->!-->!-->…
ଦୁର୍ନୀତି ସପ୍ତାହ ପାଳନ;ନବୀନଙ୍କ ବାର୍ତ୍ତା!
ଅଷ୍ଟିନ୍ ନ୍ୟୁଜ/ଭୁବନେଶ୍ୱର
ତାରିଖ-୨୬-୧୦-୨୦୨୧
ଚଳିତ ବର୍ଷ ୨୦୨୧ ଅକ୍ଟୋବର ୨୬ ତାରିଖ ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା।
!-->!-->!-->!-->!-->!-->!-->!-->…
ଭକ୍ତ ଦାସିଆ ବାଉରୀଙ୍କ ଜନ୍ମ ବାର୍ଷିକ ପାଳନ ନେଇ ବୈଠକ ଶେଷ!
ଅଷ୍ଟିନ୍ ନ୍ୟୁଜ୍/ ଭୁବନେଶ୍ୱର
ତା-୨୫-୧୦-୨୧
ଭକ୍ତ ଦାସିଆ ବାଉରୀଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି,ସଭାପତି ଶ୍ରୀମତୀ ପ୍ରତିଭା ମହାରଥୀଙ୍କ, ଅଧ୍ୟକ୍ଷତାରେ ସଭା ହୋଇଥିଲା।ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗଦାଧର ଦାସ, ସମ୍ପାଦକ ଘନଶ୍ୟାମ!-->!-->!-->!-->!-->…
ଉଦଳାରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା।
ଅଷ୍ଟିନ ନ୍ୟୁଜ/ମୟୂରଭଞ୍ଜ
ତା-୨୫-୧୦-୨୦୨୧
ମୟୂରଭଞ୍ଜ ବିଜେପି ଦଳ ତରଫରୁ ୧୨ଘଣ୍ଟିଆ ବନ୍ଦର ପ୍ରଭାବ ଉଦଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଅଛି । ବିଜେପି ଦଳ ୧୬ ଦଫା ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଅଛି।ଆଜି ଉଦଳା ବିଜେପି ଦଳର ବିଧାୟକ ଭାସ୍କର ମଢେଇଙ୍କ ଆହ୍ୱାନରେ!-->!-->!-->!-->!-->…
୧୫୧ରନ କରି ହାରିଲା ଭାରତ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୨୪-୧୦-୨୦୨୧
ଟି ଟ୍ବେଣ୍ଟି ବିଶ୍ବକପ ଆଜି ଆରମ୍ଭ ହୋଇଛି। IND vs PAK ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ, ବ୍ୟାଟିଂ କରିଥିଲା ଭାରତ ।ଟି-୨୦ ବିଶ୍ଵ କପ୍ରେ ସବୁଠୁ ବଡ ମୁକାବିଲାର ଆରମ୍ଭରେ ଭାରତର ପରାଜୟ ହୋଇଛି।ରବିବାର!-->!-->!-->!-->!-->…
