News portal website
before header

ଡରାଇଲାଣି ବର୍ଷା : ୯ରେ ଆଉ ଏକ ଲଘୁଚାପ, ୧୩ ତାରିଖରେ ନେବ ବାତ୍ୟାର ରୂପ !

ଭୁବନେଶ୍ୱର ୦୪ ।୧୦। ୨୦୨୦ ଉତ୍ତର ଉପକୂଳରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ହେଲା ଲାଗି ରହିଛି ବର୍ଷା । ବର୍ଷାକୁ ଦେଖି ୧୬ ଜିଲ୍ଲାରେ ୟେଲୋ ୱାର୍ଣିଂ ଜାରି କରାଯାଇଛି । ସେପଟେ ଆସନ୍ତା ୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପଞ୍ଚଭୂତରେ ଲୀନ ହେଲେ, ମହାରଥୀ।

ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ । ଭୁବନେଶ୍ୱର ତା-୦୪-୧୦-୨୦୧୨ ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ…

ମନୋରଞ୍ଜନ ମିଶ୍ର କରୋନା ଆକ୍ରାନ୍ତ।

#Jouranlist #ManoranjanMishra #OdiaNews #AustinNews #odisha ଭୁବନେଶ୍ୱର ତା-୨୨-୦୯-୨୦୨୦ କରୋନା କବଳରେ କନକ ନ୍ୟୁଜ୍ ର ସମ୍ପାଦକ ତଥା ରାଜ୍ୟର ଜଣେ ଜଣାଶୁଣା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର l ଏନେଇ ଶ୍ରୀଯୁକ୍ତ ମିଶ୍ର ସାମାଜିକ…

କିଏ ଦାୟୀ? କାହାର ଉତ୍ତର ଦାୟିତ୍ୱ?

ହାତରେ ଭିକ୍ଷା ଝୁଲି ଧରି ଭିକ ମାଗୁଥିବା ଫଟୋରେ ଝିଅ ଟିକୁ ନିଶ୍ଚୟ ଦେଖି ପାରୁଥିବେ,ମାତ୍ର ଚିହ୍ନି ପାରୁନ ଥିବେ,। ଏ ଫଟୋ ହେଉଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ରଇପୁର ପଞ୍ଚାୟତ ବେଙ୍ଗପୁର ଗ୍ରାମର ସ୍ଵର୍ଗତ ଭୀମସେନ ଦାସ ଙ୍କ ଝିଅ ସ୍ଵର୍ଣ୍ଣ ଲତାଙ୍କର,ଯାହାର ବର୍ତ୍ତମାନ ବୟସ 45ବର୍ଷ…

ଭାଜପା ଯୁବମୋର୍ଚାର, ସେବା ସପ୍ତାହ

ଭୁବନେଶ୍ୱର ତା/୨୦/୦୯/୨୦୨୦ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ଭାଜପା ସେବା ସପ୍ତାହ ଭାବେ ପାଳନ କରୁଛି। ତେବେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ କରୋନା ମହାମାରୀ ସମୟରେ ଲୋକଙ୍କ ସେବାରୁ ଭାଜପା ଦଳ କିମ୍ବା ଏହାର କର୍ମକର୍ତ୍ତାଗଣ ବିଚ୍ଯୁତ…

କାହାକୁ ନିର୍ବାଚିତ କରିବେ, ବାଲେଶ୍ୱର ସଦର, ଜନତା?

ବାଲେଶ୍ବର ୨୦/୯/୨଼୦୨୦   ବାଲେଶ୍ବର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଓଡିଆ ସିନେଷ୍ଟାର ଅରିନ୍ଦମ୍ ରାୟ । ଏନେଇ  ଚର୍ଚ୍ଚା ଜୋର ଧରିଛି । ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ  ସାଂସଦ ରବିନ୍ଦ୍ର ଜେନାଙ୍କ ସମ୍ପର୍କୀୟ ହେଉଛନ୍ତି ଅରିନ୍ଦମ୍ । ଏହା…