News portal website
before header
[URIS id=5393]

ମନୋରଞ୍ଜନ ମିଶ୍ର କରୋନା ଆକ୍ରାନ୍ତ।

0 404

#Jouranlist

#ManoranjanMishra

#OdiaNews

#AustinNews

#odisha

ଭୁବନେଶ୍ୱର

ତା-୨୨-୦୯-୨୦୨୦

କରୋନା କବଳରେ କନକ ନ୍ୟୁଜ୍ ର ସମ୍ପାଦକ ତଥା ରାଜ୍ୟର ଜଣେ ଜଣାଶୁଣା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର l

ଏନେଇ ଶ୍ରୀଯୁକ୍ତ ମିଶ୍ର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରାଯୁକ୍ତ ମିଶ୍ରଙ୍କ ପଜେଟିଭ ଖବର ପରେ ବିଭିନ୍ନ ମହଲରୁ,ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି l

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ।

#facebookaustinnews

#youtubeaustinnews

#twitteraustinnews ରେଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.