News portal website
before header

ଧନ୍ଯବାଦ ଓଡ଼ିଶାବାସୀ;ଅଷ୍ଟିନ୍ ନ୍ଯୁଜ ପ୍ରତିଷ୍ଠାତା।

ଭୁବନେଶ୍ୱର ତା-୧୫-୧୧-୨୦୨୦ ଯେଉଁ ସମୟରେ ଖବର ବିକ୍ରି ହୋଇଯାଏ,ଚପା ହୋଇଯାଏ, ଗଣମାଧ୍ୟମ ନିଜର ସ୍ବାର୍ଥ ସ୍ବାଛନ୍ଦ ପାଇଁ, ସମ୍ବେଦନଶୀଳ ଖବର ଗୁଡିକୁ ଏଡାଇ ଯାଆନ୍ତି। ସେ ସମୟରେ ଗଣମାଧ୍ୟମର ନିରପେକ୍ଷତା, ସ୍ବାଧୀନତାକୁ ନେଇ ଅନେକ ପ୍ରଶ୍ନ ଆସେ? ଆଜିର…

ମହଙ୍ଗା ପଡ଼ିଲା ମ୍ୟାଡାମଙ୍କ ଦବଙ୍ଗଗିରୀ-ଦୁଇ ବର୍ଷ ପାଇଁ କୌଣସି ଥାନା ବାରଣ୍ଡା ମନା !

ଭୁବନେଶ୍ୱର ତା-୧୪-୧୧-୨୦୨୦ କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣା ! ତାଙ୍କୁ ୨ବର୍ଷ ପର୍ଯ୍ୟନ୍ତ କୌଣସି ଥାନାରେ ପୋଷ୍ଟିଂ ଓ ଫିଲ୍ଡ ଡ୍ୟୁଟି ନ ଦେବା ସହ…

ବିଜେଡି ଛାଡିଲେ;ପୂର୍ବତନ ବିଧାୟକ!

ଭୁବନେଶ୍ବର ୬-୧୧-୨୦୨୦ ବାଲେଶ୍ଵରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ଦଳର ପ୍ରାଥମିକ ସଦସ୍ୟତା ଇସ୍ତଫା ଦେଇଛନ୍ତି । ନଭେମ୍ବର ୩ରେ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ସେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ଗତକାଲି ଦଳରୁ…

କରୋନାରେ ଯୁବ ସାମ୍ବାଦିକଙ୍କ ଦେହାନ୍ତ!

ଭୁବନେଶ୍ୱର ତା-୦୫-୧୧-୨୦୨୦ କରୋନା ଦେଇଛି ଆଉ ଏକ ଦାରୁଣ ଦୁଃଖ । ଆଖି ବୁଜିଛନ୍ତି ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ । ଟେଲିଭିଜନ ସାମ୍ବାଦିକତାରେ ଦକ୍ଷ କ୍ରାଇମ ରିପୋର୍ଟର ଭାବେ ବେଶ୍ ଜଣାଶୁଣା ପ୍ରବୀର । ଓଡିଶା ହରାଇଲା ତାରକା ସାମ୍ବାଦିକ? …