Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
ଦିନକୁ ଦିନ ଦରଦାମ ବଢୁଥିବା ବେଳେ, ଅର୍ଥନୀତି ତଳମୁହାଁ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୨-୦୭-୨୦୨୧
ମହଙ୍ଗା ମାଡ଼, ଆଜି ପୁଣି ଲିଟର ପିଛା ୩୫ ପଇସା ବଢ଼ିଲା ପେଟ୍ରୋଲ୍ । ମହଙ୍ଗା ମାଡ଼ରୁ ମିଳୁନି ମୁକ୍ତି । ଦେଶରେ ପ୍ରତିଦିନ ଦରଦାମ ବଢ଼ି ବଢ଼ି ଚାଲିଛି । ଯାହାକି ସାଧାରଣ ଲୋକଙ୍କ ଜୀବନକୁ ଖାଲି ପ୍ରଭାବିତ କରିନି!-->!-->!-->!-->!-->…
ରାଜ୍ୟରେ ଦୁଇ ହଜାର ତଳକୁ ଦୈନିକ ସଂକ୍ରମଣ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୨-୦୭-୨୦୨୧
ରାଜ୍ୟରୁ ଆଉ ୩ ହଜାର ୨୨୨ କରୋନା ସଂକ୍ରମିତ ଚିହ୍ନଟ । ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ୩ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୨୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।!-->!-->!-->!-->!-->…
ନକଲି ବିଦେଶୀ ମଦରେ ଅବକାରୀ ବିଭାଗର ଚଢାଉ।
ଅଷ୍ଚିନ ନ୍ଯୁଜ/ମୟୂରଭଞ୍ଜ
ତା-୧-୦୭-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଆଜି ମୟୂରଭଞ୍ଜ ଅବକାରୀ ବିଭାଗ ତରଫରୁ ଏକ ହାତତିଆରି ବିଦେଶୀ ମଦ ଜବତ କରାଯାଇଛି । ମୟୂରଭଞ୍ଜ ଅବକାରୀ ବିଭାଗ , ଉଦଳା ଅବକାରୀ , ବାରିପଦା ଅବକାରୀ ଓ ବେତନଟୀ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଏକ!-->!-->!-->!-->!-->!-->!-->…
କରୋନା ଲହର କମୁନଥିବ ବେଳେ,ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଚେତାବନୀ ସାଜିଛି ମୁଣ୍ଡ ବିନ୍ଧାର କାରଣ??
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୭-୨୦୨୧
କରୋନା ଲହର ଥମିବାର ନାଁ ଧରୁନି, ନୂଆ ବିଶ୍ବ ସୃଷ୍ଟି କରିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଚୀନ୍ କରୋନା ଉତ୍ପତ୍ତି ସମ୍ବନ୍ଧରେ ସମଗ୍ର ବିଶ୍ୱର ଟାର୍ଗେଟ ହୋଇରହିଛି। ଯଦିଓ ଦକ୍ଷିଣ ଚୀନ୍ ସାଗରରେ ଆକ୍ରମଣାତ୍ମକ!-->!-->!-->!-->!-->…
କୋୱିନ ଆପ ମାଧ୍ୟମରେ ଆଜିଠାରୁ ଘରୋଇ ହସ୍ପିଟାଲରେ ମିଳିପାରିବ କରୋନା ଟିକା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୭-୨୦୨୧
କୋୱିନ ଆପ ମାଧ୍ୟମରେ ଆଜିଠାରୁ ଘରୋଇ ହସ୍ପିଟାଲରେ ମିଳିପାରିବ କରୋନା ଟିକା । ଆଜିଠାରୁ କୋୱିନ୍ ଆପ୍ ଜରିଆରେ ଘରୋଇ ହସ୍ପିଟାଲଗୁଡିକୁ କୋଭିଡ୍ ଟିକା ମିଳିବ ବୋଲି ସୂଚନା ମିଳିଛି । ସେଥିଲାଗି କୋୱିନ ଆପରେ!-->!-->!-->!-->!-->…
ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୭-୨୦୨୧
ସାରା ରାଜ୍ୟରେ ଧୀରେ ଧୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଉଛି । ଆଜିଠାରୁ ୨୦ ଜିଲ୍ଲାରେ କଟକଣା କୋହଳ ହୋଇଛି । ତେବେ ଦୈନିକ ସଂକ୍ରମଣ ମଧ୍ୟ କିମିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ!-->!-->!-->!-->!-->…
ଆଜିଠୁ ଅନଲକ୍ ହେଉଛି ଓଡ଼ିଶା, ଜାଣନ୍ତୁ କଣ ଖୋଲା ଓ କଣ ବନ୍ଦ୍??
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୭-୨୦୨୧
ଅନଲକ୍ ହେଉଛି ଓଡ଼ିଶା । ଆଜିଠୁ ୨୦ ଜିଲ୍ଲାରେ ସନ୍ଧ୍ୟା ୬ ଯାଏଁ ଖୋଲା ରହିବ ଦୋକାନ, ୧୦ ଜିଲ୍ଲାରେ ଦିନ ୨ଟା ପରେ କଟକଣା । ଏବେ କମୁଛି ସଂକ୍ରମଣ, ଖୋଲୁଛି ଓଡ଼ିଶା । ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ ଜାରି କରାଯାଇଛି ।!-->!-->!-->!-->!-->…
୧୬ ଜିଲ୍ଲାରେ ସମ୍ପୂର୍ଣ୍ଣ ଟିକାକରଣ ବନ୍ଦଥିବା ବେଳେ, ୧୧୪ ଟିକା କେନ୍ଦ୍ରରେ ଚାଲିବ ଟିକାକରଣ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୭-୨୦୨୧
୧୬ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ, ମାତ୍ର ୧୧୪ଟି କେନ୍ଦ୍ରରେ ଦିଆଯିବ ଭ୍ୟାକ୍ସିନ୍ । ଯେତେବେଳେ ଟଳୁନି ଟିକା ସଂକଟ । ଟିକା ଅଭାବ ଯୋଗୁଁ ଆଜି ରାଜ୍ୟର ୧୬ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଟିକାକରଣ । ଏହି!-->!-->!-->!-->!-->…
ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୭-୨୦୨୧
ରାଜ୍ୟରେ ଦିନକରେ ୪୫ ଜଣଙ୍କ ମୁଣ୍ଡ ନେଲା କରୋନା। କମୁଛି ସଂକ୍ରମଣ, ଥମୁନି ମୃତ୍ୟୁ । ରାଜ୍ୟରେ କରୋନାରେ ଦୈନିକ ୪୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୫ ଜଣ କରୋନା ଆକ୍ରାନ୍ତ!-->!-->!-->!-->!-->…
‘A’ଓ ‘B’ ରେ ବିଭକ୍ତ ହେଲା ଲକଡାଉନ କାଟାଗରି।
ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନ୍ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା କରାଯାଇଛି। ୧ ଜୁଲାଇ ସକାଳ ୬ଟାରୁ ୧୬ ଜୁଲାଇ, ୨୦୨୧ ସକାଳ ୬ଟା ପର୍ଯ୍ୟନ୍ତ ଏହା ଲାଗୁ ରହିବ। ସମଗ୍ର ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କାଳିନ କର୍ଫ୍ଯୁ ବଳବତ୍ତର ରହିବ।
!-->!-->!-->…
