News portal website
before header

ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ ବେଳେ ଅନନ୍ତ ନାରାୟଣ ଗିରଫ!

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର ତା-୨୦-୦୫-୨୦୨୨ ବଡ଼ଚଣାର ବିଜେଡି ନେତା ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଗିରଫ ।ରେଭେନ୍ୟୁ ଇନସପେକ୍ଟର (RI)ଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଅପହରଣ ଉଦ୍ୟମ ଘଟଣାରେ ଗିରଫ କରିଛି ବାଲିଚନ୍ଦ୍ରପୁର ପୋଲିସ । ସୂଚନା ଅନୁଯାୟୀ ଏକ ଜାଲ…

କଂଗ୍ରେସ ଛାଡିଲେ ହାର୍ଦ୍ଦିକ ପଟେଲ।

କଂଗ୍ରେସ ଛାଡିଲେ ହାର୍ଦ୍ଦିକ ପଟେଲ।ଏନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ କଂଗ୍ରେସ ଛାଡି ହାର୍ଦ୍ଦିକ କେଉଁ ଦଳରେ ଯୋଗ ଦେଉଛନ୍ତି ଦେଖିବାକୁ ବାକି ରହିଲା

ଜୀବନ ସହ ସଂଗ୍ରାମ କରୁଛି ସାହିଲ।

ଅଷ୍ଟିନ୍ ନ୍ଯୁଜ/କଟକ ତା-୧୮-୦୫-୨୦୨୨ ଜୀବନ କ'ଣ ବୁଝିବା ଆଗରୁ ଜୀବନ ସହ କରୁଛି ସଂଘର୍ଷ।ପାଞ୍ଚ ବର୍ଷର ପିଲା ଆଖି ପଟେ ବ୍ଯାଣ୍ଡେଜ ହୋଇ ଓହଳିଛି ପିଣ୍ତୁଳାଟି। ଚିକିତ୍ସା ପାଇଁ ସର୍ବସ୍ବ ହରାଇ ଦେଲେଣି ବାପା ମାଆ। କଟକ ଜିଲ୍ଲା ବୟାଳିଶିମୌଜା ଅଞ୍ଚଳର,ବ୍ରହ୍ମପୁର ପଞ୍ଚାୟତର…

ବୁଦ୍ଧଦେବ ବରିଷ୍ଠ ନାଗରିକ ମଞ୍ଚର ମନ୍ଦିର ସଫେଇ।

ଅଷ୍ଟିନ ନ୍ଯୁଜ/ଯାଜପୁର ତା-୦୯-୦୫-୨୦୨୨ ପରିବେଶ ସୁରକ୍ଷା ଓ ଯତ୍ନ ପାଇଁ ପାଦ କାଢିଛି ବୁଦ୍ଧଦେବ ବରିଷ୍ଠ ନାଗରିକ ମଞ୍ଚ।ଏହି ବରିଷ୍ଠ ନାଗରିକ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ ପରିବେଶ ସୁରକ୍ଷା ଏବଂ ସଫେଇ ପାଇଁ ହାତ ବଢାଇଛନ୍ତି। ଏହି ଅନୁଷ୍ଠାନର ସମସ୍ତ ସଦସ୍ଯ…

ଉପନିର୍ବାଚନରେ ରାଧାରାଣୀ ବିଜେପି ପାର୍ଥୀନି।

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୦୮-୦୫-୨୦୨୨ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଗୁଲ ବାଜିଥିବା ବେଳେ, ରାଜନୈତିକ ଦଳମାନେ ନିଜର ପାର୍ଥୀ ଓ ପାର୍ଥୀନୀ ମାନଙ୍କୁ ନିର୍ବାଚନ ଲଢିବା ପାଇଁ ଠିଆ କରାଇଛନ୍ତି।ଭାରତୀୟ ଜନତ ପାର୍ଟି (ବିଜେପି) ପୂର୍ବତନ ବିଧାୟିକା ଶ୍ରୀମତୀ ରାଧାରାଣୀ…

ଆରପାରିରେ ପଦ୍ମଶ୍ରୀ ରଜତ କର।

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୦୮-୦୫-୨୦୨୨ ମହାନ୍ ସାରସ୍ଵତ ସାଧକ, ପ୍ରାଜ୍ଞ ପ୍ରଵଚକ, ପ୍ରବୀଣ ବକ୍ତା , ଶ୍ରୀଜଗନ୍ନାଥ ସଂସ୍କୃତି ର ସମର୍ପିତ ଉପାସକ ପଦ୍ମଶ୍ରୀ ରଜତ କର ଇହଲୀଳା ସମ୍ବରଣ କରିଛନ୍ତି।ପ୍ରବୀଣ ଶିକ୍ଷାବିତ,ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା , ବିଗତ…