Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
ଧଳା ଜହର ଚାଲାଣ ବେଳେ ଗିରଫ କଲା ବଡ଼ଚଣା ପୋଲିସ।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୩-୧୨-୨୦୨୨
ବ୍ରାଉନ ସୁଗାର ଜବତ,ତିନିଜଣ ଗିରଫ।ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରୁ ସ୍ପେଶାଲ ସ୍କ୍ବାର୍ଡ ଦ୍ୱାରା ବ୍ରାଉନ ସୁଗାର ଜବତ।ଚଣ୍ଡିଖୋଲ ଛକରେ ବ୍ରାଉନ ସୁଗାର କାରବାର ବେଳେ ମାଡି ବସିଲା ସ୍ପେଶାଲ ସ୍କ୍ବାର୍ଡ।ସେମାନଙ୍କ ନିକଟରୁ ୧୬ ଗ୍ରାମର!-->!-->!-->!-->!-->…
ପରଲୋକରେ ପୂର୍ବତନ ସାଂସଦ ମୋହନ ଜେନା!
ପରଲୋକରେ ବରିଷ୍ଠ ରାଜନେତା,ବିଜୁ ପ୍ରେମୀ ତଥା ପ୍ରାକ୍ତନ ସାଂସଦ ଶ୍ରୀଯୁକ୍ତ ମୋହନ ଜେନା।ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ପରଲୋକ ହୋଇଯାଇଛି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ରାଜ୍ଯ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବଡଚଣା ବିଧାୟକ ଅମର!-->…
ତିନି ପ୍ରତିଶତରୁ କମ ଭାରତୀୟ ସୁଚନା ଆଇନ ଜାଣନ୍ତି!
ସୂଚନା ଅଧିକାର ଆଇନ ଲାଗୁ ହେବାର ବାର ବର୍ଷ ପରେ ମଧ୍ଯ ପ୍ରତିବର୍ଷ ୪୦ ରୁ ୬୦ ଲକ୍ଷ ସୂଚନା ଆବେଦନ ପତ୍ର ଦାଖଲ କରନ୍ତି;କିନ୍ତୁ ୩ ପ୍ରତିଶତରୁ କମ ଭାରତୀୟ ନାଗରିକ ଏହାର ଆବେଦନ କରନ୍ତି ବୋଲି ବିଶେଷଜ୍ଞ ମାନେ ମତ ରଖନ୍ତି।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୧୨-୧୦-୨୦୨୨
!-->!-->!-->!-->!-->!-->!-->…
ତେୟାଳିଶ ବର୍ଷରେ ପାଦ ଦେଲେ ସେକ ଇକବାଲ ହୁସେନ।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୦-୧୦-୨୦୨୨
ସମାଜସେବୀ ତଥା ସାମ୍ବାଦିକ ସେକ ଇକବାଲ ହୁସେନଙ୍କ ଆଜି ତେୟାଳିଶତମ ଜନ୍ମଦିବସ।ରାଜନେତା,ଶୁଭେଚ୍ଛୁ, ଜନସାଧାରଣ ତାଙ୍କର ମଙ୍ଗଳ ମନାସି, ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ଦୀର୍ଘଦିନ ଧରି ସେ ଗ୍ରାମ୍ୟାଞ୍ଚଳରେ ସମ୍ବାଦ ସଂଗ୍ରହ କରିବା!-->!-->!-->!-->!-->…
ଶ୍ରୀ ମନ୍ଦିର ଶହେ ମିଟର ମଧ୍ଯରେ ହୋଇପାରିବ ନାହିଁ ସ୍ଥାୟୀ ନିର୍ମାଣ;ଏନଏମଏ!
କେବଳ ସେତିକି ନୁହେଁ,୧୦୦ ମିଟର ମଧ୍ୟରେ ହେଉଥିବା ଇନଫରମେସନ ଓ ଡୋନେସନ କିଓସ୍କ, ଫାଷ୍ଟଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର ଏବଂ ଏଟିଏମ କିଓସ୍କକୁ ମଧ୍ୟ ପ୍ରୋହିବିଟେଡ ଏରିଆ ବାହାରକୁ ନେବାକୁ କହିଛି ଏନଏମଏ।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୨୦-୦୯-୨୦୨୨
କିଛି ଦିନ!-->!-->!-->!-->!-->!-->!-->…
ଚଣ୍ଡିଖୋଲ ଛକରେ ମାଡିଗଲା ପିସିଆର ଭ୍ଯାନ;ଦୁଇ ଆହାତ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୨୦-୦୯-୨୦୨୨
ଚଣ୍ଡିଖୋଲ ଟ୍ରାଫିକ ଛକ ନିକଟରେ,ବସକୁ କିଛି ଯାତ୍ରୀ ଅପେକ୍ଷା କରିଥିଲେ।ଦୁଇ ଜଣ ଅପେକ୍ଷାରତ ଯାତ୍ରୀଙ୍କ ଉପରେ ମାଡିଯାଇଥିଲା ପିସିଆର ଭ୍ଯାନ।ସ୍ଥାନୀୟ ଲୋକେ ଗାଡି ଚକାତଳୁ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ!-->!-->!-->!-->!-->…
ବଡଚଣାରେ ଅର୍ନ୍ତଜାତୀୟ ମାନବାଧିକାର କାର୍ଯ୍ଯାଳୟ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୯-୦୯-୨୦୨୨
ଅର୍ନ୍ତଜାତୀୟ ମାନବାଧିକାର ରକ୍ଷକ ସମିତି ପକ୍ଷରୁ ବଡଚଣା ବ୍ଲକର ସାଉଡିଆ ପଞ୍ଚାୟତ ତାଳୁଆ ବାଲିକୁଦାଠାରେ ଏକ ନୂତନ କାର୍ଯାଳୟ ଉଦଘାଟନ କରାଯାଇଛି।ମାନବାଧିକାର ସମ୍ବନ୍ଧିତ ଏକ ଆଲୋଚନା ଚକ୍ର ମଧ୍ଯ ହୋଇଥିଲା।ଏହି ପରିପ୍ରେକ୍ଷୀରେ!-->!-->!-->!-->!-->…
