News portal website
before header
[URIS id=5393]

ପରଲୋକରେ ପୂର୍ବତନ ସାଂସଦ ମୋହନ ଜେନା!

0 419

ପରଲୋକରେ ବରିଷ୍ଠ ରାଜନେତା,ବିଜୁ ପ୍ରେମୀ ତଥା ପ୍ରାକ୍ତନ ସାଂସଦ ଶ୍ରୀଯୁକ୍ତ ମୋହନ ଜେନା।ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ପରଲୋକ ହୋଇଯାଇଛି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ରାଜ୍ଯ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସ୍ବର୍ଗତ ଜେନାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Notice
Leave A Reply

Your email address will not be published.