News portal website
before header

ଆଜି ଅନଲକ୍ ହେବ ଇନ୍ଦୋର : ଜାଣନ୍ତୁ କଣ ରହିବ ଖୋଲା ଓ ବନ୍ଦ !!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୬-୨୦୨୧ ମଧ୍ୟପ୍ରଦେଶର ଇନ୍ଦୋର ସହର ଆଜିଠାରୁ ଅନଲକ୍ ହେବାକୁ ଯାଉଛି । ଆଜିଠାରୁ ସହରର ସମସ୍ତ ଧାର୍ମିକ ସ୍ଥାନ, ହୋଟେଲ, ମଲ୍, ରେଷ୍ଟୁରାଣ୍ଟ ଖୋଲିବ । ତେବେ ଖବର ଅନୁଯାୟୀ ସରକାର ଶିକ୍ଷାନୁଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।…

କମିଶନରେଟ୍ ପୋଲିସ୍ ପଦବୀରେ ଅଦଳବଦଳ, ୩ ଏସିପିଙ୍କ ବଦଳି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୬-୨୦୨୧ କମିଶନରେଟ୍‌ ପୁଲିସ୍ ଅଧିକାରୀସ୍ତରରେ ପୁଣି ଏକ ଛୋଟିଆ ଅଦଳବଦଳ କରାଯାଇଛି । ଏଥର ୩ ଜଣ ଏସିପି ଓ ଜଣେ ସବ୍‌ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ଏସିପି ଚନ୍ଦନ ଘଡ଼ୋଇଙ୍କୁ ପୁଲିସ ସେବା ଭବନ ମୁଖ୍ୟାଳୟରୁ ବଦଳି କରାଯାଇ…

ଆଜି ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା , ୟୁଜି ଓ ପିଜି ପାଠପଢା ନେଇ ନିଆଯିବ ନିଷ୍ପତ୍ତି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୬-୨୦୨୧ କରୋନା ମହାମାରୀ ଯୋଗୁଁ ସ୍କୁଲଠୁ ଆରମ୍ଭ କରି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକର ପାଠପଢ଼ା ବନ୍ଦ ରହିଛି । କାଁ ଭାଁ କିଛି ଶିକ୍ଷାନୁଷ୍ଠାନରେ ଅନଲାଇନ୍‌ କ୍ଲାସ୍‌ ହେଉଛି । ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ଗ୍ରୀଷ୍ମ…

୨୪ ଘଣ୍ଟା ମଧ୍ୟରେ ୪୮୫୨ କରୋନା ପଜିଟିଭ୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୬-୨୦୨୧ ରାଜ୍ୟରେ ତଳ ମୁଁହା କରୋନା ସଂକ୍ରମଣ । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୨ କରୋନା ପଜିଟିଭ୍…

୧୬ ଯାଏଁ ପ୍ରବଳ ବର୍ଷା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୬-୨୦୨୧ ମୌସୁମୀ ଆସିଲା । ଲଘୁଚାପ ବି ହେଲା। କିନ୍ତୁ, ଏ ଯାଏଁ ଯେମିତି ଆକଳନ କରାଯାଉଥିଲା ,ସେମିତି ବର୍ଷା ହେଉନାହିଁ। ଆଜିଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହେବ ପ୍ରବଳ ବର୍ଷା । ଉତ୍ତର- ପଶ୍ଚିମ ବଙ୍ଗୋସାଗରରେ ସକ୍ରିୟ ରହିଛି…

୧୮-୪୪ କଏଦୀ ନେଲେ ଟୀକା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୧-୦୬-୨୦୨୧ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଆଜି ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ୧୮-୪୪ ବର୍ଷ ବର୍ଗର କଏଦୀମାନଙ୍କୁ କୋଭିଡ୍ ଟିକା ଦିଆଯାଇଛି। ଏହି ବର୍ଗରେ ମୋଟ ୩୧୪ ଜଣ କଏଦୀ ଟିକା ନେଇଛନ୍ତି। ସିଡିଏମ ଓ ଡାକ୍ତର ସରୋଜ କୁମାର ମିଶ୍ର ଏବଂ…

ବେତନଟୀ ରେ ପ୍ରଧାନମନ୍ତ୍ରୀ ଭ୍ରାମ୍ୟମାଣ ଚିକିତ୍ସା ସେବା।

ଅଷ୍ଟିନ୍ ନ୍ଯୁଜ/ମୟୂରଭଞ୍ଜ/ଜଗବନ୍ଧୁ ପ୍ରଧାନ ତା-୧୧-୦୬-୨୦୨୧ ବେତନଟୀର ଜନସାଧାରଣଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।ବେତନଟୀରେ ଆଜି ୩୫ ନଂ ଜୋନର ମଣ୍ଡଳ ସଭାପତି ରାଜକିଶୋର ସାହାଙ୍କ ନେତୃତ୍ବରେ ମଣ୍ଡଳ ଉପସଭାପତି…

ଗୋଡାଇ ଗୋଡାଇ ନାବାଳକଙ୍କୁ ହାଣିଲେ ତିନି ନିଶାସକ୍ତ ଯୁବକ।

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ତା-୧୧- ୦୬-୨୦୨୧ ଜଗବନ୍ଧୁ ପ୍ରଧାନ ମୟୂରଭଞ୍ଜ ଜିଲ୍ଲାରେ ନିଶାସେବନ ବଢିବା ସହ ଅପରାଧ ମଧ୍ୟ ବଢି ଚାଲିଛି।ବର୍ତମାନ ସମୟରେ ଗାଁ ଗଣ୍ଡାରେ ହଣା,କଟା,ମାରପିଟ, ଚୋରି ରାହାଜନି ବଢିବାରେ ଲାଗିଛି।କିଛି ଦିନ ପୂର୍ବରୁ କପ୍ତିପଦାରେ ବିଜେପି…

ତୈଳଦର ବୃଦ୍ଧିକୁ ଉଦଳା କଂଗ୍ରେସର ପ୍ରତିବାଦ।

ଅଷ୍ଟିନ ନ୍ୟୁଜ୍/ ମୟୂରଭଞ୍ଜ ତା-୧୧-୦୬-୨୦୨୧ ଜଗବନ୍ଧୁ ପ୍ରଧାନ ରାଜ୍ୟ କଂଗ୍ରେସ ତୈଳ ଧର ବୃଦ୍ଧିକୁ ନେଇ ଓଡିଶାର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇ ଅଛି ।ଫଳରେ ଆଜି ରାଜ୍ୟର ଯେଉଁଠି ପେଟ୍ରୋଲ ଓ ଡିଜେଲ ବିକ୍ରି କରାଯାଇଛି ତାର ଆଗରେ ସକାଳ ୭ରୁ…