Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଧନ୍ଯବାଦ ଓଡ଼ିଶାବାସୀ;ଅଷ୍ଟିନ୍ ନ୍ଯୁଜ ପ୍ରତିଷ୍ଠାତା।
ଭୁବନେଶ୍ୱର
ତା-୧୫-୧୧-୨୦୨୦
ଯେଉଁ ସମୟରେ ଖବର ବିକ୍ରି ହୋଇଯାଏ,ଚପା ହୋଇଯାଏ, ଗଣମାଧ୍ୟମ ନିଜର ସ୍ବାର୍ଥ ସ୍ବାଛନ୍ଦ ପାଇଁ, ସମ୍ବେଦନଶୀଳ ଖବର ଗୁଡିକୁ ଏଡାଇ ଯାଆନ୍ତି। ସେ ସମୟରେ ଗଣମାଧ୍ୟମର ନିରପେକ୍ଷତା, ସ୍ବାଧୀନତାକୁ ନେଇ ଅନେକ ପ୍ରଶ୍ନ ଆସେ?
ଆଜିର!-->!-->!-->!-->!-->!-->!-->!-->!-->…
ମହଙ୍ଗା ପଡ଼ିଲା ମ୍ୟାଡାମଙ୍କ ଦବଙ୍ଗଗିରୀ-ଦୁଇ ବର୍ଷ ପାଇଁ କୌଣସି ଥାନା ବାରଣ୍ଡା ମନା !
ଭୁବନେଶ୍ୱର
ତା-୧୪-୧୧-୨୦୨୦
କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣା ! ତାଙ୍କୁ ୨ବର୍ଷ ପର୍ଯ୍ୟନ୍ତ କୌଣସି ଥାନାରେ ପୋଷ୍ଟିଂ ଓ ଫିଲ୍ଡ ଡ୍ୟୁଟି ନ ଦେବା ସହ!-->!-->!-->!-->!-->…
ତେଜିଲା ରାଜନୀତି;ଆଦିବାସୀ ନାବାଳିକାକୁ ଭେଟିଲା ବିଜେପି ଟିମ
https://youtu.be/8Jngwwf8Vao
ବିଜେଡି ଛାଡିଲେ;ପୂର୍ବତନ ବିଧାୟକ!
ଭୁବନେଶ୍ବର
୬-୧୧-୨୦୨୦
ବାଲେଶ୍ଵରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ଦଳର ପ୍ରାଥମିକ ସଦସ୍ୟତା ଇସ୍ତଫା ଦେଇଛନ୍ତି । ନଭେମ୍ବର ୩ରେ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ସେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ଗତକାଲି ଦଳରୁ!-->!-->!-->!-->!-->…
କରୋନାରେ ସାମ୍ବାଦିକ ପ୍ରବୀରଙ୍କ ଦେହାନ୍ତ ; “ଅଷ୍ଟିନ୍ ନ୍ୟୁଜ୍” ତରଫରୁ ଶୋକ ବାର୍ତ୍ତା!
https://youtu.be/W5tu3P8HD2g
କରୋନାରେ ଯୁବ ସାମ୍ବାଦିକଙ୍କ ଦେହାନ୍ତ!
ଭୁବନେଶ୍ୱର
ତା-୦୫-୧୧-୨୦୨୦
କରୋନା ଦେଇଛି ଆଉ ଏକ ଦାରୁଣ ଦୁଃଖ । ଆଖି ବୁଜିଛନ୍ତି ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ । ଟେଲିଭିଜନ ସାମ୍ବାଦିକତାରେ ଦକ୍ଷ କ୍ରାଇମ ରିପୋର୍ଟର ଭାବେ ବେଶ୍ ଜଣାଶୁଣା ପ୍ରବୀର ।
ଓଡିଶା ହରାଇଲା ତାରକା ସାମ୍ବାଦିକ?
!-->!-->!-->!-->!-->!-->!-->!-->!-->!-->!-->…
“କଟକର ୨୨ ଦିନ”;ଭୁବନେଶ୍ୱରରେ ୨ ବର୍ଷ ହେଲା କରୁଥିଲେ ନାବାଳିକାକୁ ଦୁଷ୍କର୍ମ!
https://youtu.be/6T0lhYfHW7M
