Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନରେ ଲ୍ୟାଣ୍ଡ କଲା ଇଣ୍ଡିଗୋ ବିମାନ
ଯାନ୍ତ୍ରିକ ତ୍ରୁଟି ଯୋଗୁଁ କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ଶାରଜାହାରୁ ହାଇଦ୍ରାବାଦ ଆସୁଥିବା ବିମାନ କରାଚିରେ ଓହ୍ଲାଇଲା। ସୂଚନା ମୁତାବକ ରବିବାର ସକାଳେ ଶାରଜାହାରୁ ହାଇଦ୍ରାବାଦ ଉଡାଣ ଭରିଥିଲା ଇଣ୍ଡିଗୋ ଯାତ୍ରୀବାହୀ ବିମାନ। କିନ୍ତୁ ଅଧାବାଟରେ ବିମାନରେ ଯାନ୍ତ୍ରିକ!-->…
ପାହାଡ଼ରୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟତ ଝରଣ ଗାଁ ପାହାଡ଼ରୁ ଉଦ୍ଧାର ହେଲା ଜଣେ ଅଜଣା ଯୁବକଙ୍କ ମୃତଦେହ । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯୁବକଙ୍କ ମୁଣ୍ଡକୁ ପଥର ଛେଚି ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଛି। ତେବେ ମିଳିଥିବା ସୂଚନା ମୁତାବକ ଗତକାଲି!-->…
ଚେନ୍ନାଇରେ ଚେସବୋର୍ଡ ବ୍ରିଜ
ଚେନ୍ନାଇର ନାପିର ବ୍ରିଜକୁ ଚେସବୋର୍ଡ ଭଳି ସଜେଇ ଦିଆଯାଇଛି । ୪୪ ତମ ଫିଡେ ଚେସ ଅଲମ୍ପିଆଡକୁ ଦୃଷ୍ଟିରେ ରଖି ବ୍ରିଜକୁ ଚେସବୋର୍ଡ ଭଳି ସଜାଇ ଦିଆଯାଇଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ ଜୁଲାଇ ୨୮ରୁ ମଲ୍ଲପୁରମରେ ଚେସ୍ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି ।
ଆଜିଠୁ କମିବ ବର୍ଷା
ଆଜିଠାରୁ ବର୍ଷା ପ୍ରକୋପ କମିବ। ୧୭ ଓ ୧୮ ତାରିଖ ଦୁଇ ଦିନ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ଅଞ୍ଚଳରେ!-->…
୨୪ ଘଣ୍ଟାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୨, ଲୋକାଲ କେସ୍- ୩୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୩ ଜଣ ଆକ୍ରାନ୍ତ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ।!-->…
୨୪ ଘଣ୍ଟାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୨, ଲୋକାଲ କେସ୍- ୩୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୩ ଜଣ ଆକ୍ରାନ୍ତ
ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସଂପର୍କ!-->!-->!-->…
ଓଡ଼ିଶା କ୍ରିକେଟ କୋଚ ପଦରୁ ୱାସିମ ଜାଫରଙ୍କ ଇସ୍ତଫା
ଓଡ଼ିଶା କ୍ରିକେଟ କୋଚ ପଦରୁ ଇସ୍ତଫା ଦେଇଛନ୍ତି ୱାସିମ ଜାଫର। ଏ ସମ୍ପର୍କରେ ସୂଚନା ଦେଲା ଓଡ଼ିଶା କ୍ରିକେଟ ଆସୋସିଏସନ। ସୂଚନାଯୋଗ୍ୟ ଯେ ଜାଫରଙ୍କର ୨ ବର୍ଷ ପାଇଁ ହୋଇଥିଲା ଚୁକ୍ତି । ଆଗକୁ ବାଂଲାଦେଶର ୧୯ ବର୍ଷରୁ କମ ବର୍ଗ ଟିମ୍ ପାଇଁ ହେବେ କୋଚ।
ଆଜି ପ୍ରକାଶ ପାଇବ ICSE ଦଶମ ରେଜଲ୍ଟ
ଆଜି ସଂଧ୍ୟା ୫ଟାରେ ପ୍ରକାଶ ପାଇବ ICSE ଦଶମ ପରୀକ୍ଷା ଫଳ। ଛାତ୍ର ଛାତ୍ରୀ ମାନେ cisce.org ୱେବସାଇଟ୍ରେ ପରୀକ୍ଷା ଫଳ ଦେଖି ପାରିବେ। ଏତଦ୍ ବ୍ୟତୀତ SMS ମାଧ୍ୟମରେ ବି ଜାଣିହେବ ପରୀକ୍ଷାଫଳ
ଜଗଦୀପ ଧନକଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ
ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନ୍ଡିଏ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡଙ୍କୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି।!-->…
ସୁନ୍ଦରଗଡ଼ ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନା ସସପେଣ୍ଡ
ନିଲମ୍ବିତ ହେଲେ ବିବାଦୀୟ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ସୁନାଙ୍କ ନିଲମ୍ବନ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ମହିଳା ଥାନା ଅଧିକାରୀ ଜଣକ ଏକ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିଲେ ସୁନା । ବର୍ତ୍ତମାନ ଏହି ଘଟଣାରେ!-->…
