Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଆରମ୍ଭ ହେଲା ସାଧୁ ଚରଣ ବିଦ୍ଯାପୀଠରେ ରଜତ ଜୟନ୍ତୀ।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୩୧-୦୫-୨୦୨୨
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସାଧୁଚରଣ ବିଦ୍ଯାପୀଠରେ ରଜତ ଜୟନ୍ତୀ ଆରମ୍ଭ ହୋଇଛି। ନୂତନ ଅନୁଦାନ ପ୍ରାପ୍ତ ଶ୍ରେଣୀ କୋଠରୀକୁ ବଡଚଣା ବିଧାୟକ ତଥା ବିଧାନସଭା ସଦାଚାର କମିଟି ଅଧକ୍ଷ ଅମର ପ୍ରସାଦ ଶତପଥୀ ଉଦଘାଟନ କରିଥିଲେ।
!-->!-->!-->!-->!-->!-->!-->!-->!-->…
ରାଜ୍ୟସଭା ପାଇଁ ବିଜେଡି ଘୋଷଣା କଲା ତାଲିକା!
ରାଜ୍ଯସଭା ପାଇଁ ବିଜୁ ଜନତା ଦଳ ଘୋଷଣା କଲା ପାର୍ଥୀ ଓ ପାର୍ଥୀନି ତାଲିକା।
୧- ସୁଲତା ଦେଓ
୨-ମାନସ ମଙ୍ଗରାଜ
୩-ନିରଞ୍ଜନ ବିଶି
୪-ସସ୍ମିତ ପାତ୍ର
ରାତି ପାହିଲେ ନିର୍ବାଚନ;ହୋର୍ଡିଂ ହଟାଉନି ପ୍ରଶାସନ!
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
ତା-୨୬-୦୫-୨୦୨୨
ରାତି ପାହିଲେ ଉପନିର୍ବାଚନ।ହେଲେ ଖାମଖିଆଲ ପ୍ରଶାସନ।ଦେଖୁଛନ୍ତି ତ ନିର୍ବାଚନ କମିଶନ।ଧାନମଣ୍ଡଳ ପଞ୍ଚାୟତରେ ଆସନ୍ତା କାଲି ସରପଞ୍ଚ ପଦବୀ କୁ ନେଇ ଉପନିର୍ବାଚନ ଥିବା ବେଳେ,ଧାମମଣ୍ଡଳ ବଜାର ଏବଂ ଦର୍ପଣ ତହସିଲ ପାଚେରୀ ବାଡରେ ଲାଗି!-->!-->!-->!-->!-->…
ବସୁଧା ହୋର୍ଡିଂ ଗୁପ୍ତ ଟେଣ୍ଡର ଘଟଣାରେ ମୁହଁ ଖୋଲିଲେ ନିର୍ବାହୀ ଯନ୍ତ୍ରୀ।
https://youtu.be/NtLfLyXEvxE
କମ୍ଯୁନିଷ୍ଟ ନେତା ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୨୩-୦୫-୨୦୨୨
ଭୁବନେଶ୍ୱରର ପୂର୍ବତନ ସାଂସଦ ତଥା ବର୍ଷୀୟାନ କମ୍ୟୁନିଷ୍ଟ ରାଜନେତା ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ।ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବିଭିନ୍ନ ରାଜନେତା ସମାଜସେବୀ ଦୁଃଖ ପ୍ରକାଶ କରିଛନ୍ତି।ଏହା ସହ ଶୋକସନ୍ତପ୍ତ ପରିବାର!-->!-->!-->!-->!-->…
କଂଗ୍ରେସ ଅଧ୍ଯକ୍ଷ ହେଲେ ଶରତ ପଟ୍ଟନାୟକ।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୨୩-୦୫-୨୦୨୨
ନୂତନ ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି,କଂଗ୍ରେସ ନେତା ଶରତ ପଟ୍ଟନାୟକ।ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଦାୟିତ୍ୱରେ ଥିବା ବେଳେ ପୁଣି ଥରେ ଏଆଇସିସି ଭରସା କରି ଦାୟିତ୍ୱ ଦେଇଛି।
ଗୋ ସୁରକ୍ଷାକାରୀଙ୍କୁ ଗୁଳିମାଡ଼।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର
ତା-୨୧-୦୫-୨୦୨୨
ଗୋ ସୁରକ୍ଷାକାରୀଙ୍କ ଉପରେ ଗୁଳିମାଡ଼ କଲେ ଗୋ ଚାଲାଣକାରୀ ବେଗୁନିଆ ଟୋଲ ଗେଟ ପାଖରେ ଘଟିଛି ଗୁଳିକାଣ୍ଡ ।ଗୁଳି ଖାଇଥିବା ବ୍ଯକ୍ତି ବଜରଙ୍ଗ ଦଳ ଓ ଦେବ ସେନା ସଦସ୍ୟ ବୋଲି ସୂଚନା ରହିଛି ।ଘଟଣା ସ୍ଥଳରୁ ଗୋରୁ ବୋଝେଇ ଟ୍ରକ ଜବତ!-->!-->!-->!-->!-->…
ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ ବେଳେ ଅନନ୍ତ ନାରାୟଣ ଗିରଫ!
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
ତା-୨୦-୦୫-୨୦୨୨
ବଡ଼ଚଣାର ବିଜେଡି ନେତା ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଗିରଫ ।ରେଭେନ୍ୟୁ ଇନସପେକ୍ଟର (RI)ଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଅପହରଣ ଉଦ୍ୟମ ଘଟଣାରେ ଗିରଫ କରିଛି ବାଲିଚନ୍ଦ୍ରପୁର ପୋଲିସ । ସୂଚନା ଅନୁଯାୟୀ ଏକ ଜାଲ!-->!-->!-->!-->!-->…
କଂଗ୍ରେସ ଛାଡିଲେ ହାର୍ଦ୍ଦିକ ପଟେଲ।
କଂଗ୍ରେସ ଛାଡିଲେ ହାର୍ଦ୍ଦିକ ପଟେଲ।ଏନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ କଂଗ୍ରେସ ଛାଡି ହାର୍ଦ୍ଦିକ କେଉଁ ଦଳରେ ଯୋଗ ଦେଉଛନ୍ତି ଦେଖିବାକୁ ବାକି ରହିଲା
