News portal website
before header

ଦିନକୁ ଦିନ ଦରଦାମ ବଢୁଥିବା ବେଳେ, ଅର୍ଥନୀତି ତଳମୁହାଁ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୨-୦୭-୨୦୨୧ ମହଙ୍ଗା ମାଡ଼, ଆଜି ପୁଣି ଲିଟର ପିଛା ୩୫ ପଇସା ବଢ଼ିଲା ପେଟ୍ରୋଲ୍ । ମହଙ୍ଗା ମାଡ଼ରୁ ମିଳୁନି ମୁକ୍ତି । ଦେଶରେ ପ୍ରତିଦିନ ଦରଦାମ ବଢ଼ି ବଢ଼ି ଚାଲିଛି । ଯାହାକି ସାଧାରଣ ଲୋକଙ୍କ ଜୀବନକୁ ଖାଲି ପ୍ରଭାବିତ କରିନି…

ରାଜ୍ୟରେ ଦୁଇ ହଜାର ତଳକୁ ଦୈନିକ ସଂକ୍ରମଣ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୨-୦୭-୨୦୨୧ ରାଜ୍ୟରୁ ଆଉ ୩ ହଜାର ୨୨୨ କରୋନା ସଂକ୍ରମିତ ଚିହ୍ନଟ । ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ୩ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୨୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ନକଲି ବିଦେଶୀ ମଦରେ ଅବକାରୀ ବିଭାଗର ଚଢାଉ।

ଅଷ୍ଚିନ ନ୍ଯୁଜ/ମୟୂରଭଞ୍ଜ ତା-୧-୦୭-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଆଜି ମୟୂରଭଞ୍ଜ ଅବକାରୀ ବିଭାଗ ତରଫରୁ ଏକ ହାତତିଆରି ବିଦେଶୀ ମଦ ଜବତ କରାଯାଇଛି । ମୟୂରଭଞ୍ଜ ଅବକାରୀ ବିଭାଗ , ଉଦଳା ଅବକାରୀ , ବାରିପଦା ଅବକାରୀ ଓ ବେତନଟୀ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଏକ…

କରୋନା ଲହର କମୁନଥିବ ବେଳେ,ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଚେତାବନୀ ସାଜିଛି ମୁଣ୍ଡ ବିନ୍ଧାର କାରଣ??

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୧-୦୭-୨୦୨୧ କରୋନା ଲହର ଥମିବାର ନାଁ ଧରୁନି, ନୂଆ ବିଶ୍ବ ସୃଷ୍ଟି କରିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଚୀନ୍ କରୋନା ଉତ୍ପତ୍ତି ସମ୍ବନ୍ଧରେ ସମଗ୍ର ବିଶ୍ୱର ଟାର୍ଗେଟ ହୋଇରହିଛି। ଯଦିଓ ଦକ୍ଷିଣ ଚୀନ୍ ସାଗରରେ ଆକ୍ରମଣାତ୍ମକ…

କୋୱିନ ଆପ ମାଧ୍ୟମରେ ଆଜିଠାରୁ ଘରୋଇ ହସ୍ପିଟାଲରେ ମିଳିପାରିବ କରୋନା ଟିକା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୧-୦୭-୨୦୨୧ କୋୱିନ ଆପ ମାଧ୍ୟମରେ ଆଜିଠାରୁ ଘରୋଇ ହସ୍ପିଟାଲରେ ମିଳିପାରିବ କରୋନା ଟିକା । ଆଜିଠାରୁ କୋୱିନ୍ ଆପ୍ ଜରିଆରେ ଘରୋଇ ହସ୍ପିଟାଲଗୁଡିକୁ କୋଭିଡ୍ ଟିକା ମିଳିବ ବୋଲି ସୂଚନା ମିଳିଛି । ସେଥିଲାଗି କୋୱିନ ଆପରେ…

ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୧-୦୭-୨୦୨୧ ସାରା ରାଜ୍ୟରେ ଧୀରେ ଧୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଉଛି । ଆଜିଠାରୁ ୨୦ ଜିଲ୍ଲାରେ କଟକଣା କୋହଳ ହୋଇଛି । ତେବେ ଦୈନିକ ସଂକ୍ରମଣ ମଧ୍ୟ କିମିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ…

ଆଜିଠୁ ଅନଲକ୍ ହେଉଛି ଓଡ଼ିଶା, ଜାଣନ୍ତୁ କଣ ଖୋଲା ଓ କଣ ବନ୍ଦ୍??

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୧-୦୭-୨୦୨୧ ଅନଲକ୍ ହେଉଛି ଓଡ଼ିଶା । ଆଜିଠୁ ୨୦ ଜିଲ୍ଲାରେ ସନ୍ଧ୍ୟା ୬ ଯାଏଁ ଖୋଲା ରହିବ ଦୋକାନ, ୧୦ ଜିଲ୍ଲାରେ ଦିନ ୨ଟା ପରେ କଟକଣା । ଏବେ କମୁଛି ସଂକ୍ରମଣ, ଖୋଲୁଛି ଓଡ଼ିଶା । ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ ଜାରି କରାଯାଇଛି ।…

୧୬ ଜିଲ୍ଲାରେ ସମ୍ପୂର୍ଣ୍ଣ ଟିକାକରଣ ବନ୍ଦଥିବା ବେଳେ, ୧୧୪ ଟିକା କେନ୍ଦ୍ରରେ ଚାଲିବ ଟିକାକରଣ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୧-୦୭-୨୦୨୧ ୧୬ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ, ମାତ୍ର ୧୧୪ଟି କେନ୍ଦ୍ରରେ ଦିଆଯିବ ଭ୍ୟାକ୍ସିନ୍ । ଯେତେବେଳେ ଟଳୁନି ଟିକା ସଂକଟ । ଟିକା ଅଭାବ ଯୋଗୁଁ ଆଜି ରାଜ୍ୟର ୧୬ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଟିକାକରଣ । ଏହି…

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୧-୦୭-୨୦୨୧ ରାଜ୍ୟରେ ଦିନକରେ ୪୫ ଜଣଙ୍କ ମୁଣ୍ଡ ନେଲା କରୋନା। କମୁଛି ସଂକ୍ରମଣ, ଥମୁନି ମୃତ୍ୟୁ । ରାଜ୍ୟରେ କରୋନାରେ ଦୈନିକ ୪୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୫ ଜଣ କରୋନା ଆକ୍ରାନ୍ତ…

‘A’ଓ ‘B’ ରେ ବିଭକ୍ତ ହେଲା ଲକଡାଉନ କାଟାଗରି।

ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନ୍ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା କରାଯାଇଛି। ୧ ଜୁଲାଇ ସକାଳ ୬ଟାରୁ ୧୬ ଜୁଲାଇ, ୨୦୨୧ ସକାଳ ୬ଟା ପର୍ଯ୍ୟନ୍ତ ଏହା ଲାଗୁ ରହିବ। ସମଗ୍ର ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କାଳିନ କର୍ଫ୍ଯୁ ବଳବତ୍ତର ରହିବ। …