Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ରାଜ୍ଯରେ ବଢୁଛି ବାର୍ଡ ଫ୍ଲୁ ଆତଙ୍କ!
କରୋନା ଯାଇନି ଡରାଇଲାଣି ବାର୍ଡ ଫ୍ଲୁ
ନୂଆଦିଲ୍ଲୀ
ତା-୦୬-୧-୨୦୨୧
କରୋନା ଟିକା ଆସିବା ପୂର୍ବରୁ ମଧ୍ୟ ଦେଶରେ ଆଉ ଏକ ରୋଗ ବ୍ୟାପିବାରେ ଲାଗିଛି। ବାର୍ଡ ଫ୍ଲୁ (H5N1) ଦେଶର ଅନେକ ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି । ଏହା ପରେ ଅନେକ ରାଜ୍ୟ ସରକାର ଏକ ସତର୍କ ସୂଚନା!-->!-->!-->!-->!-->!-->!-->…
୧୧ରୁ ଖୋଲିବ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ
ଭୁବନେଶ୍ବର:
ତା-୩-୧-୨୦୨୧
ଆସନ୍ତା ୧୧ ତାରିଖରୁ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି । ମାର୍ଚ୍ଚ ୧୫ର ପର୍ଯ୍ୟନ୍ତ ପାଠପଢା ଚାଲିବ । ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପରୀକ୍ଷା ହେବ । ଏପ୍ରିଲ ୩୦ ମଧ୍ୟରେ ଫଳାଫଳ ପ୍ରକାଶିତ ହେବ ।!-->!-->!-->!-->!-->!-->!-->…
ରାଜ୍ୟରେ ପୁର୍ନବାସ ଓ ଥଇଥାନ ଆଇନ କଳିଙ୍ଗ ନଗରରୁ ହୋଇଥିଲା।
କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଲା ୧୫ ବର୍ଷ।
ଯାଜପୁର
ତା-୦୨-୦୧-୨୦୨୧
ଆଜିକୁ ୧୫ ବର୍ଷ ତଳେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା ଭୟାବହ ଗୁଳିକାଣ୍ଡ।ସେ ସମୟରେ କଳିଙ୍ଗନଗର ନୁହଁ ସାରା ଓଡିଶା ଏହି ଘଟଣାକୁ ନେଇ ଚର୍ଚ୍ଚାରେ!-->!-->!-->!-->!-->!-->!-->!-->!-->…
୮ରୁ ଖୋଲିବ ସ୍କୁଲ : ମେ ୩ରେ ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର:
ତା-୨-୧-୨୦୨୦
ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ଶେଷରେ ସରକାର ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୮ରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟ ଖୋଲିବ ।କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତି ନିଆଯାଇଛି।ଦଶମ!-->!-->!-->!-->!-->!-->!-->…
ସୌରଭ ଗାଙ୍ଗୁଲି ଅସୁସ୍ଥ
କୋଲକାତା:
ତା-୦୨-୦୧-୨୦୨୧
ବିସିସିଆଇର ସଭାପତି ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହେତୁ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଜିମରେ ବ୍ୟାୟାମ କରିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ!-->!-->!-->!-->!-->…
ସିବିଏସଇ ପରୀକ୍ଷା ତାରିଖ ଘୋଷଣା
ଭୁବନେଶ୍ବର:
ତା-୩୧-୧୨-୨୦୨୦
ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନାଥଙ୍କ ସିବିଏସଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୪ରୁ ଆରମ୍ଭ ହେବ ।ମେ ୪ରୁ ଆରମ୍ଭ ହେବାକୁ ଥିବା!-->!-->!-->!-->!-->!-->!-->…
ବଦଳିଲେ ବିଜୁ ମହିଳା ଦଳ ସଭାପତି
ଭୁବନେଶ୍ବର:
ତା-୩୧-୧୨-୨୦୨୦
ବିଜୁ ମହିଳା ଦଳ ସଭାପତି ବଦଳିଲେ । ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ମହିଳା ଦଳ ସଭାପତି ଦାୟିତ୍ୱ । ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ଦେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ!-->!-->!-->!-->!-->!-->!-->…
ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅସିତ ତ୍ରିପାଠୀ
ଭୁବନେଶ୍ବର:
ତା-୩୧-୧୨-୨୦୨୦
ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅସିତ ତ୍ରିପାଠୀ। ବିଦାୟୀ ଭାଷଣରେ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଲେ ଅସିତ। ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ କୋଭିଡର ସଫଳ ମୁକାବିଲା ହୋଇଛି, ସବୁ ବିଭାଗର କାମ ସଠିକ ଭାବରେ!-->!-->!-->!-->!-->!-->!-->…
ପରଲୋକରେ କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋ
ଭୁବନେଶ୍ବର:
ତା-୩୧-୧୨-୨୦୨୦
ଓଡ଼ିଶାର କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ। ରାଉରକେଲା ଆଇଜିଏଚରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ମାସେ ହେଲା ଚିକିତ୍ସାଧୀନ ଥିଲେ କିଣ୍ଡୋ । ସେ ୧୯୭୫ର ବିଶ୍ୱକପ୍!-->!-->!-->!-->!-->!-->!-->…
ମୁଖ୍ଯ ଶାସନ ସଚିବଙ୍କ ଅବସର ଆଜି।
ଭୁବନେଶ୍ବର
ତା-୩୧-୧୨-୨୦୨୦
ଆଜି ସରୁଛି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ । ଅବସର ପରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଏହାସହ ତାଙ୍କୁ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷିବାଣିଜ୍ୟ ଓ ଶିଳ୍ପ!-->!-->!-->!-->!-->…
