News portal website
before header

ଇଡି ଜାଲରେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ତା-୪-୧୨-୨୦୨୦  ଆଇଏଫ୍ଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କାରବାର ସଂପର୍କରେ ଇଡି ତଦନ୍ତ ପ୍ରସଙ୍ଗରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରକୁ ଆଣିବ ଇଡି। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ ପ୍ରବର୍ତ୍ତନ

ପରୀକୁ ନ୍ୟାୟ ଦାବିରେ ଅରୁଣ ସାହୁଙ୍କ ବାସଭବନ ଘେରାଉ

ଭୁବନେଶ୍ବର:  ତା-୦୪-୧୨-୨୦୨୦ ନୟାଗଡ଼ ପରୀ ହତ୍ୟା ଘଟଣାରେ ରାଜନୀତି ତେଜିବାରେ ଲାଗିଛି । ଏହି ଘଟଣାରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରାଯାଇଛି । ମନ୍ତ୍ରୀ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ମନ୍ତ୍ରୀଙ୍କ ସରକାରୀ ବାସଭବନ

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର:  ତା-୩-୧୨-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି ରେ ମାମଲା ରୁଜୁ ହୋଇଛି। ଟାଟା କମ୍ପାନୀରେ ଚାକିରି କରାଇଦେବା ପାଇଁ ଭାବି ଜ୍ୱାଇ ଆକାଶ ପାଠକଙ୍କ ନାଁରେ

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର:  ତା-୩-୧୨-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା ପୋଲିସ । ଭୁବନେଶ୍ବର ସରକାରୀ ବାସଭବନରୁ ଉଠାଇନେଲା କ୍ରାଇମବ୍ରାଞ୍ଚ EOW । ବେଆଇନ ଅର୍ଥ କାରବାର ନେଇ ପଚରାଉଚରା ପାଇଁ ନେଇଥିବା ସୂଚନା ମିଳିଛିି  । ୧୦ରୁ ଅଧିକ ପୋଲିସ ଉଠାଇ ନେଇଥିବା ପତ୍ନୀ

ରାଜନୀତିରେ ଏଣ୍ଟ୍ରି ମାରିଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ତା-୩-୧୨-୨୦୨୦  ଜଣାଶୁଣା ଅଭିନେତା ରଜନୀକାନ୍ତ ତାଙ୍କ ରାଜନୈତିକ ଇନିଂସ ଆରମ୍ଭରେ ଦୀର୍ଘ ଦିନ ଧରି ଚାଲିଥିବା ସସପେନ୍ସକୁ ଶେଷ କରିଛନ୍ତି। ରଜନୀକାନ୍ତ ଗୁରୁବାର କହିଛନ୍ତି ଯେ ସେ ଜାନୁଆରୀ 2021 ରେ ନିଜ ପାର୍ଟି ଆରମ୍ଭ କରିବେ ଏବଂ ଡିସେମ୍ବର 31 ରେ ତାଙ୍କ ପାର୍ଟି

ଯାଜପୁର ଜିଲ୍ଲାରେ ବେଆଇନ କ୍ରସର ଉଚ୍ଛେଦ ଅଭିଯାନ ଆରମ୍ଭ

ଯାଜପୁର:  ତା-୩-୧୨-୨୦୨୦ ଯାଜପୁର ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଚାଲିଥିବା ବେଆଇନ କ୍ରସର ଉଚ୍ଛେଦ ଅଭିଯାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜିଲ୍ଲା ପ୍ରଶାସନ ଧର୍ମଶାଳା ତହସିଲ ଅଧିନ ବିଛାଖଣ୍ଡିରୁ ଉଛେଦ ପକ୍ରୀ୍ରିୟା ଆରମ୍ଭ କରିଛି  । ବେଆଇନ କ୍ରସର ଭଙ୍ଗାଯିବା ସହ କେତେକ କ୍ରସରକୁ

ବିଭାଜନ ବେଳେ 1500 ଟଙ୍କା ନେଇ ଭାରତ ଆସିଥିଲେ: ବନିଗଲେ ମସାଲା ମାଲିକ

ନୂଆଦିଲ୍ଲୀ: ତା-୩-୧୨-୨୦୨୦  ଯଦି ମଣିଷର ଉଦ୍ଦେଶ୍ୟ ଥାଏ, ତେବେ ବଜ୍ରପାତରେ ପ୍ରଦୀପ ଜଳିଯାଏ, ଏହାର ଉଦାହରଣ ଥିଲା, 98 ବର୍ଷ ବୟସରେ ଆଜି ଦୁନିଆକୁ ଅଲବିଦା କହିଥିବା ମହାସିଆ ଡି ହାତି (MDH) ମସଲା କମ୍ପାନୀର ମାଲିକ ମହାସିଆ ଧର୍ମପାଲା ଗୁଲାଟି।  ଗୁରୁବାର ଦିନ ଦିଲ୍ଲୀର ମାତା

ଅଫଲାଇନ୍‌ରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର:  ତା-୩-୧୨-୨୦୨୦ ଅଫଲାଇନ୍‌ରେ ହେବ ଦଶମ ଓ ଯୁକ୍ତ ଦୁଇ  ପରୀକ୍ଷା । ଆଗକୁ ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍‌ରେ ହିଁ ହେବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ସୂଚନାଯୋଗ୍ୟ ଯେ ଅଫଲାଇନ୍‌ରେ  ପରୀକ୍ଷା ପାଇଁ

ପରୀ ପରିବାରକୁ ସୁରକ୍ଷା ଦିଅ : ହାଇକୋର୍ଟ

ଭୁବନେଶ୍ବର:  ତା-୩-୧୨-୨୦୨୦ ବହୁ ଚର୍ଚ୍ଚିତ ନୟାଗଡର ୫ ବର୍ଷର ଶିଶୁ ପରୀ ହତ୍ୟା ମାମଲାରେ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟ ନୟାଗଡର SPଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲାରେ ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ କହିଛନ୍ତି । ଆସନ୍ତା ୧୬ରେ ଏହି ମାମଲାର

ସେବାୟତଙ୍କ ସହିତ ଓଡ଼ିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ତା-୨-୧୨-୨୦୨୦ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଲିଙ୍ଗରାଜ ମନ୍ଦିର ଗ୍ରସ୍ତରେ ଯାଇ ଏହାର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରକୁ