Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଧର୍ମଶାଳାର ଝିଅ ମୁଁ-“ଆସ ବଦଳାଇ ଦବା”
ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ୍ କୁ Like,Follow,Share,Comment କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
https://twitter.com/AustinNewsMedia
ତା-୧୫-୦୪-୨୦୨୧
!-->!-->!-->!-->!-->!-->!-->!-->!-->!-->!-->!-->…
ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ।
ତା-୧୪-୦୪-୨୦୨୧
ଭୁବନେଶ୍ୱର/ଅଷ୍ଟିନ ନ୍ଯୁଜ
ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ।
ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆଜି ଭୁବନେଶ୍ୱର ସ୍ଥିତ ଘରୋଇ ଡାକ୍ତରଖାନାରେ!-->!-->!-->!-->!-->!-->!-->…
ନୂତନ ମାର୍ଗଦର୍ଶିକା ପାଳନ ନ କଲେ କାର୍ଯ୍ଯାନୁଷ୍ଠାନ।
ତା-୧୩-୦୪-୨୦୨୧
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ପବିତ୍ର ରମଜାନ ମାସ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି। ଏଥିଲାଗି ଖୁବ୍ଶୀଘ୍ର ଏସ୍ଓପି ଜାରି ହେବ। ଧାର୍ମିକ ଅନୁଷ୍ଠାନରେ ୫୦ ପ୍ରତିଶତ ଶ୍ରଦ୍ଧାଳୁଙ୍କୁ ନେଇ ହେବ ନମାଜ ପାଠ। ଏଥିସହ ମାସ୍କ, ସାନିଟାଇଜର ବ୍ୟବହାର ଏବଂ!-->!-->!-->!-->!-->…
ସୋସାଇଟି ଫର୍ମ ଡିଜିଟାଇଜେସନ ସମୟସୀମା ବଢିଲା।
ତା-୦୯-୦୪-୨୦୨୧
ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ୍
ବଢିଲା ସୋସାଇଟି ଫର୍ମ ଡିଜିଟାଇଜେସନ ସମୟସୀମା।ଆସନ୍ତ ୧୩ ତାରିଖ ପର୍ଯ୍ୟନ୍ତ ବଢାଯାଇଛି ସମୟସୀମା। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଜାରି କରାଯାଇଛି ନିର୍ଦ୍ଦେଶ ନାମା।
ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ନାମ!-->!-->!-->!-->!-->!-->!-->!-->!-->…
ପିସିଆର ଭ୍ୟାନ ପୋଡି;ବସନ୍ତରାଜ ସସପେଣ୍ଡ!
ତା-୦୫-୦୪-୨୦୨୧
ଯାଜପୁର/ଅଷ୍ଟିନ ନ୍ଯୁଜ
ବହୁ ଚର୍ଚ୍ଚିତ ଭରତପୁର ପଞ୍ଚାୟତ ପଣସୁଧା ଗ୍ରାମରେ,ପୋଲିସ ଭ୍ଯାନ ପୋଡି ଘଟଣାରେ ଅନ୍ଯତମ ଅଭିଯୁକ୍ତ କୁହାଯାଉଥିବା,ଭରତପୁର ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ବସନ୍ତରାଜ ସାମଲ କୁ ବଡଚଣା ବ୍ଲକ ଶିକ୍ଷାଧିକାରୀଙ୍କ ତଦନ୍ତ କ୍ରମେ ଯାଜପୁର!-->!-->!-->!-->!-->…
