News portal website
before header

ବୋଇତ ବନ୍ଦାଣ ଉପରେ ଲାଗିଲା ରୋକ

ଭୁବନେଶ୍ବର: ତା ୨୪-୧୧-୨୦୨୦ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା, ବୋଇତ ବନ୍ଦାଣ ଉପରେ ଲାଗିଲା ରୋକ। କୋଭିଡ 19 ପାଇଁ କଟକଣା ଜାରି କଲେ ସରକାର। ନଦୀ, ସମୁଦ୍ର ଓ ପୋଖରୀ ଭଳି ଜଳାଶୟରେ ଗହଳି କରିବା ଉପରେ କଟକଣା ଲାଗୁ ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ

ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ!

ଭୁବନେଶ୍ବର: ତା-୨୪-୧୧-୨୦୨୦ ରାଜ୍ଯ ରାଜନୀତିରେ ବଡଧରଣର ଅଦଳବଦଳ ହେବାର ସମ୍ଭାବନା ରହୁଛି। ବିଶେଷକରି ନବୀନ ସରକାରଙ୍କ ପଞ୍ଚମ ପାଳିରେ ଏହା ପ୍ରଥମ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର

ବ୍ଯାନ ହେଲା ୪୩ ମୋବାଇଲ ଆପ!

ନୂଆଦିଲ୍ଲୀ ତା-୨୪-୧୧-୨୦୨୦ ଚାଇନା ଗାଲରେ ପୁଣି ଚାପୁଡା ଟିକଟକ୍ ପରେ ଭାରତରେ ବ୍ୟାନ ହେଲା ସ୍ନାକ ଭିଡିଓ । ୪୩ ମୋବାଇଲ ଆପକୁ ବ୍ୟାନ କଲେ ଭାରତ ସରକାର। ଆଜି ଏ ନେଇ ଖବର ସାମ୍ନା କୁ ଆସିଛି। ସ୍ନାକ ଭିଡିଓ ଭଳି ୪୨ଟି ମୋବାଇଲ ଆପ କୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ

ନାବାଳିକା ଗର୍ଭବତୀ ଘଟଣା, ଅଭିଯୁକ୍ତ ବୃଦ୍ଧ ଗିରଫ।

ଯାଜପୁର ତା-୨୩-୧୧-୨୦୨୦ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ବହୁଚର୍ଚ୍ଚିତ ନାବାଳିକା ଗର୍ଭବତୀ ଘଟଣାରେ, ଅଭିଯୁକ୍ତ ବୃଦ୍ଧ ପ୍ରଫୁଲ୍ଲ ମହାପାତ୍ରଙ୍କୁ ଗିରଫ କରାଯାଇଛି।ପରେ ପୋକସୋ କୋର୍ଟରେ ହାଜର କରିଛି ପୋଲିସ। ସୂଚନା ମୁତାବକ ନାବାଳିକା ଜଣକ

ଆସାମର ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ବିୟୋଗ!

ଆସାମ ତା-୨୩-୧୧-୨୦୨୦ ଆସାମର ତିନି ଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ସାଂସଦ ତରୁଣ ଗୋଗେଇଙ୍କର ୮୬ ବର୍ଷ ବୟସରେ ଆଜି ସନ୍ଧ୍ୟାରେ ଗୌହାଟିର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି ! ଅଗଷ୍ଟ ମାସ ଶେଷ ସପ୍ତାହରେ ସେ କରୋନା

ଆସୁଛି ବାତ୍ୟା, ଓଡ଼ିଶା ଉପରେ ନାହିଁ ବିପଦ

ଭୁବନେଶ୍ୱର: ତା-୨୩-୧୧-୨୦୨୦ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ଅଧିକ ଘନୀଭୂତ ହେଉଛି। ଆସନ୍ତା ୨୪ ଘଣ୍ଟାରେ ଅବପାତ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ। ସାଇକ୍ଲୋନିକ ଷ୍ଟର୍ମ ପରେ ଉତ୍ତର-ପଶ୍ଚିମକୁ ମୁହାଁଇବା ସମ୍ଭାବନା ରହିଛି। ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ

କମେଡି କୁଇନ ଭାରତୀ ଓ ହର୍ଷଙ୍କୁ ମିଳିଲା ଜାମିନ।

ମୁମ୍ବାଇ:  ୨୩-୧୧-୨୦୨୦ ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତା ଭାରତୀ ସିଂ ଏବଂ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।  ଶନିବାର ଦିନ ଡ୍ରଗ୍ସ ମାମଲାରେ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ

ଭୁବନେଶ୍ୱର: ତା-୨୩-୧୧-୨୦୨୦  ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗତ

ପରଲୋକରେ ମହାତ୍ମା ଗାନ୍ଧୀଙ୍କ ନାତି

ନୂଆଦିଲ୍ଲୀ: ତା-୨୨-୧୧-୨୦୨୦ କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। କରୋନାରେ ବହୁ ବଡ ବଡ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ତାଲିକାରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ଅଧିବାସୀ ତଥା ମହାତ୍ମା ଗାନ୍ଧୀଙ୍କ ନାତି କରୋନାରେ ପ୍ରାଣ ହରାଇଛନ୍ତି। ତାଙ୍କ