News portal website
before header
Browsing Tag

Samir Das

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିଲେ ୪୪,୨୪୫ ଜଣ ଛାତ୍ରଛାତ୍ରୀ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୪,୨୪୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି

୨୦ରୁ ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ

ଏହି ଜୁଲାଇ ୨୦ରୁ ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରାଯାଇପାରିବ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି ଯେ, ଜୁଲାଇ ୨୦ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ର ଛାତ୍ରୀ ମାନେ ଆବେଦନ କରିପାରିବେ। ତେବେ

ସ୍କୁଲ ଭିତ୍ତିଭୂମିର ବିକାଶ ଓ ଉନ୍ନତିକରଣ ପାଇଁ ୬,୨୬୭,୩୮ ଲକ୍ଷ ୫୭ ହଜାର ଟଙ୍କାର ବ୍ୟୟବରାଦ : ମନ୍ତ୍ରୀ

ରାଜ୍ୟରେ ସ୍କୁଲ ଭିତ୍ତିଭୂମିର ବିକାଶ ଓ ଉନ୍ନତିକରଣ ପାଇଁ ବର୍ତ୍ତମାନ ସୁଦ୍ଧା ୩,୧୨,୪୮୨ ସ୍କୁଲରେ ଭିତ୍ତିଭୂମି ନିମନ୍ତେ ୬,୨୬୭,୩୮ ଲକ୍ଷ ୫୭ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଆଜି ଏ ସମ୍ପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ। ସେ

ଅସ୍ଥାୟୀ ତମ୍ବୁ ତଳେ ପାଠ ପଢୁଛନ୍ତି ଦେଶର ଭବିଷ୍ୟତ

ପୁଣି ସାମ୍ନାକୁ ଆସିଲା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ବଲାଙ୍ଗିର ଜିଲା ଗୁଡ଼ଭେଲା ବ୍ଳକ ନୂଆପଡା ପଞ୍ଚାୟତ ଅଧୀନ ତାଣ୍ଡିଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ପୋଲ୍ ଖୋଲି ଦେଇଛି । ଅଭିଯୋଗ ଅନୁଯାୟୀ ତାଣ୍ଡିଗାଁ ବିଦ୍ୟାଳୟରେ ପାଠ ପଢିବା ପାଇଁ

ଗୋଟିଏ ରୁମ୍ ରେ ୫ ଶ୍ରେଣୀର ୬୨ ଛାତ୍ରଛାତ୍ରୀ, ପାଳି କରି ପଢ଼ାଉଛନ୍ତି ୩ ଶିକ୍ଷକ

ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରଣ କରୁଛନ୍ତି। କିନ୍ତୁ ଏ ସବୁ ସତ୍ତ୍ବେ ମୂଳ ସମସ୍ୟାର ସମାଧାନ ହେଉ ପାରୁ ନାହିଁ। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ସ୍କୁଲ ଘର ନାହିଁ। ତେବେ ଶିକ୍ଷା ବ୍ୟବସ୍ଥାର ଏମିତି ଏକ ବିକଳ ଚିତ୍ର ଦେଖିବାକୁ