News portal website
before header
Browsing Tag

Gulab cyclone

ବାତ୍ୟା ‘ଗୁଲାବ’ ପ୍ରଭାବରେ ଓଡ଼ିଶାରେ ସେତେଟା କ୍ଷୟକ୍ଷତି ହୋଇ ନାହିଁ : ଏସ୍‌ଆରସି

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଓଡ଼ିଶାରେ ବାତ୍ୟା ‘ଗୁଲାବ’ ସେଭଳି କୌଣସି ବଡ ପ୍ରଭାବ ପଡ଼ି ନାହିଁ। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା । ସେ କହିଛନ୍ତି ଯେ, ବାତ୍ୟା ‘ଗୁଲାବ’…

ବାତ୍ୟାର ନାଁ ‘ ଗୁଲାବ ‘ କାହିଁକି ?

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଓଡ଼ିଶାକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭୟଙ୍କର ବାତ୍ୟା ଆସିଛି। ସେ ଫାଇଲିନ ହେଉ କିମ୍ବା ତିତଲି, ଅମ୍ପନ ଅବା ୟାସ୍। ରାଜ୍ୟବାସୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାତ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ଆଉ ଏକ ବାତ୍ୟା " ଗୁଲାବ "…

ବାତ୍ୟା ମୁକାବିଲା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍, ନମ୍ବର ହେଉଛି ୦୬୭୪- ୨୩୯୩୯୫୮

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି। ସେହିପରି ଏସ୍ଆରସି ମଧ୍ୟ ଲଗାତାର ଅପଡେଟ ଦେଉଛନ୍ତି। ଅପରପକ୍ଷରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।…

ରାତି ୯ଟାରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା !

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ବାତ୍ୟା ଗୁଲାବ୍‌ ପ୍ରଭାବରେ ଅଧିକ ପ୍ରଭାବିତ ହେବ ଗଞ୍ଜାମ ଓ ଗଜପତି ଜିଲ୍ଲା । ସମ୍ଭବତଃ ରାତି ୯ଟା ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଶ୍ରୀକାକୁଲମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ରବିବାର ମଧ୍ୟାହ୍ଣ ପରେ ଓଡ଼ିଶାରେ…

ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ : ୭ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଭୀଷଣ ରୂପ ନେଇଛି ବାତ୍ୟା ‘ଗୁଲାବ’ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । କିଛି ଅଞ୍ଚଳରେ ଝିପଝିପ୍ ବର୍ଷା ହେଉଛି । ସମୁଦ୍ର ଭିତରେ ବାତ୍ୟା ଏବେ ଘଂଟା ପ୍ରତି ୭କିଲୋମିଟର ବେଗରେ ଉତରପଶ୍ଚିମ ଦିଗରେ ଗତି କରୁଛି…