News portal website
before header
Browsing Tag

BJD

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିଲେ ବିଜେଡି ଓ ବିଜେପି

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟ୍ ରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମୁର୍ମୁଙ୍କ ବିଜୟ ଖୁସିରେ ଓଡ଼ିଶାରେ ଉଭୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ପାରମ୍ପରିକ ନୃତ୍ୟ, ବାଜା-ବାଣ ଓ ମିଠା

“କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଁ ପ୍ରସ୍ତୁତ ” – ବିଧାୟକ ବିଜୟ ଶଙ୍କର ଦାସ

ଗତ କିଛିଦିନ ଧରି ବିବାଦ ଘେରରେ ଥିବା ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଏବେ ମୁହଁ ଖୋଲିଛନ୍ତି। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଗୁଡିକୁ ସେ ଭିତ୍ତିହୀନ ବୋଲି କହିଛନ୍ତି। ଏତଦ୍ ବ୍ୟତୀତ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି । ସେ କହିଛନ୍ତି ଯେ ତାଙ୍କନାଁରେ

NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡ଼ି

NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜୁ ଜନତା ଦଳ। ସୂଚନାଯୋଗ୍ୟ ଯେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ୍ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପରାଷ୍ଟ୍ରପତି

ବିଜେଡି ବିଧାୟକଙ୍କ ନାଁରେ ଫେକ୍ ଆଇଡି

ବିଜୁ ଜନତା ଦଳର ବିଧାୟକଙ୍କ ନାଁରେ ଫେକ୍ ଆଇଡି । ଫେକ୍ ଆଇଡି କରି ସାଇବର ଠକ ଅର୍ଥ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଖୋଦ୍ ବିଧାୟକ ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ କହିଛନ୍ତି ଯେ, ଘଟଣାକୁ ତିନି ଦିନ ବିତିଯାଇଥିଲେ ବି ଦୋଷୀ

ଦଳୀୟ ଚାନ୍ଦା ଆକାରରେ ଏଚଡିଏଫସି କମ୍ପାନୀରୁ ୧୦୦କୋଟି ଟଙ୍କା ନେଇଛି ବିଜେଡି : ବିଜେପି

ପିଏମ୍ ଫସଲବୀମା ଟଙ୍କା ଯୋଗାଇବାରେ ଏଚଡିଏଫସି ବୀମା କମ୍ପାନୀ ଓଡ଼ିଶାରେ ବ୍ୟାପକ ଜାଲିଆତି କରିଥିବା ଅଭିଯୋଗ ଆଣିଛି ବିଜେପି। ଦଳୀୟ ଚାନ୍ଦା ଆକାରରେ ଏହି ବୀମା କମ୍ପାନୀରୁ ୧୦୦କୋଟି ବିଜେଡି ନେଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ।

ଓଡିଶାର ଭାଇଜାନ୍ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା!

ଅଷ୍ଟିନ୍ ନ୍ୟୁଜ୍/ ଭୁବନେଶ୍ୱର ତା-୨୪-୧୨-୨୦୨୧ ଚଳଚ୍ଚିତ୍ର ତାରକାରୁ ରାଜନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଜନ୍ମ ତିଥିରେ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ!

‘ଓବିସି’ ସଂରକ୍ଷଣ ବିରୋଧୀ ରାଜ୍ଯ ସରକାର;ଧର୍ମେନ୍ଦ୍ର ପ୍ରଧାନ!

ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର ତା-୨୩-୧୨-୨୦୨୧ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗ ସଂରକ୍ଷଣ ବ୍ଯବସ୍ଥାରେ ହାଇକୋର୍ଟ ରୋକ ଲଗାଇବା ପରେ , ରାଜ୍ଯ ସରକାର ଙ୍କୁ ନିଶାନା କରିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ! ଏନେଇ ସାମାଜିକ ଗଣମାଧ୍ୟମରେ