News portal website
before header
Browsing Tag

Dhenkala

ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ବିଭିନ୍ନ ସଂଗଠନ ପକ୍ଷରୁ  ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଇଛି।  ଏନ୍ଏଚ୍ ୫୫ର ଦୁରାବସ୍ଥା ପ୍ରତିବାଦରେ ଜିଲ୍ଲା ଓକିଲ, ବଣିକ, ବସ୍-ଟ୍ରକ ମାଲିକ, ସାମ୍ବାଦିକ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଫଳରେ କଲେଜ ବାଇପାସ୍ ଓ କରିଆଁ  ନିକଟରେ ଅଟକିଛି ଗାଡ଼ି ମୋଟର । ସହରରେ