News portal website
before header
Browsing Tag

Koraput

କାଶୀପୁର ପରେ କୋରାପୁଟରେ ବ୍ୟାପୁଛି ଝାଡ଼ାବାନ୍ତି

କାଶୀପୁର ପରେ ଏବେ କୋରାପୁଟରେ ଝାଡ଼ାବାନ୍ତି ବ୍ୟାପୁଛି। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଛତାଆମ୍ବ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ମିଳିଥିବା ସୂଚନା ମୁତାବକ ୨ ଗୁରୁତର ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।  ଗତକାଲି ୪ ଜଣ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି…

ଭାଲୁ ଆକ୍ରମଣରେ ଚାଲିଗଲା ୩ ଯୁବକଙ୍କ ଜୀବନ

ନୂଆପଡା ଜିଲ୍ଲା ରେଞ୍ଜ ଡୁଆଖେନ ଜଙ୍ଗଲରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଲୁ ଆକ୍ରମଣରେ ଚାଲିଗଲା ୩ ଯୁବକଙ୍କ ଜୀବନ। ସୂଚନା ମୁତାବକ ଗତକାଲି ସକାଳେ ସମରସିିଂ ଗାଁର ଦୁଇ ଜଣ ଯୁବକ ନୂଆପଡା ରେଞ୍ଜ ଡୁଆଡେନ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟା ପୂର୍ବରୁ ନଫେରିବାରୁ…