Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଦେଶ ବିଦେଶ
ମାଓବାଦୀଙ୍କ ଲ୍ୟାଣ୍ଡମାଇନରେ ପାଦ ଦେଇ ପ୍ରାଣ ହରାଇଲେ ସାମ୍ବାଦିକ!
କଳାହାଣ୍ଡି/ଅଷ୍ଟିନ ନ୍ଯୁଜ
ତା-୦୬-୦୨- ୨୦୨୨
ଅତ୍ୟନ୍ତ ଦୁଃଖଦ ଖବର।କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଅଞ୍ଚଳରେ ଧରିତ୍ରୀ ଖବରକାଗଜର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କର ମାତ୍ର ୪୬ବର୍ଷ ବୟସରେ ଗତକାଲି ଏକ ଦୁଃଖଦ ପରିସ୍ଥିତିରେ ନିଧନ ଘଟିଛି ।
!-->!-->!-->!-->!-->!-->!-->…
ରଇପୁର ପଞ୍ଚାୟତରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ।
ରାଜ୍ୟ ସରକାରଙ୍କ କରୋନା କଟକଣା ନିୟମ ମଧ୍ଯରେ ପୂର୍ବ ନିର୍ଧାରିତ ଚିଠି ଅନୁଯାୟୀ ବଡଚଣା ବ୍ଲକ ରଇପୁର ପଞ୍ଚାୟତ ଏବଂ ରଇପୁର ସମବାୟ ସମିତିରେ ପାଳନ ହୋଇଯାଇଛି ତେସ୍ତରିତମ ସାଧାରଣତନ୍ତ୍ର ଦିବସ।
ସରକାରୀ ଅଧିକାରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହ, ଜାତୀୟ!-->!-->!-->!-->!-->!-->!-->…
ଓଡିଶାରେ ପହଞ୍ଚିଲେ ନୂଆ ପୋଲିସ ଡିଜି!
କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁନୀଲ ବଂଶଲ ଆଜି ଆସି, ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହି ମାସରେ ପୋଲିସ ଡିଜି ଅଭୟଙ୍କ କାର୍ଯ୍ଯକାଳ ସରୁଥିବା ବେଳେ, ନୂତନ ପୋଲିସ ଡିଜି ଭାବେ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବେ।
ଓଡିଶାର ଭାଇଜାନ୍ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା!
ଅଷ୍ଟିନ୍ ନ୍ୟୁଜ୍/ ଭୁବନେଶ୍ୱର
ତା-୨୪-୧୨-୨୦୨୧
ଚଳଚ୍ଚିତ୍ର ତାରକାରୁ ରାଜନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଜନ୍ମ ତିଥିରେ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ!
ଭୁବନେଶ୍ୱର ୟୁନିଅନ ଚର୍ଚ୍ଚରେ ଆଲୋକ ସଜ୍ଜା।
ଖ୍ରୀଷ୍ଠ ଧର୍ମାବଲମ୍ବୀ ଭାଇଭଉଣୀଙ୍କ ପବିତ୍ର ବଡ଼ ଦିନ ଅବସରରେ ଭୁବନେଶ୍ୱର ଚାରି ନମ୍ବର ୟୁନିଟ ସ୍ଥିତ ୟୁନିଅନ ଚର୍ଚ୍ଚ ରେ ଆଲୋକ ସଜ୍ଜା।
‘ଓବିସି’ ସଂରକ୍ଷଣ ବିରୋଧୀ ରାଜ୍ଯ ସରକାର;ଧର୍ମେନ୍ଦ୍ର ପ୍ରଧାନ!
ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର
ତା-୨୩-୧୨-୨୦୨୧
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗ ସଂରକ୍ଷଣ ବ୍ଯବସ୍ଥାରେ ହାଇକୋର୍ଟ ରୋକ ଲଗାଇବା ପରେ , ରାଜ୍ଯ ସରକାର ଙ୍କୁ ନିଶାନା କରିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ! ଏନେଇ ସାମାଜିକ ଗଣମାଧ୍ୟମରେ!-->!-->!-->!-->!-->…
