Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!ଭାଜପା ରୁ ଅମର ନାୟକ!
Browsing Category
ଜୀବନଶୈଳୀ
ଚାଷୀ ଝିଅ ହେବେ ଡାକ୍ତର।
ଅଷ୍ଟିନ ନିଉଜ/ ବଡ଼ଚଣାତା-୦୯-୦୮-୨୦୨୩
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରଦା ପଞ୍ଚାୟତ ବରଦା ଗ୍ରାମର ଚାଷୀ ଜ୍ଞାନେନ୍ଦ୍ର କୁମାର ସାମଲ ଓ ବିଦ୍ୟୁତଲତା ସାମଲଙ୍କ ଏକମାତ୍ର ଝିଅ ଶୁଭଶ୍ରୀ ସାମଲ ନିଟରେ ୧୨୬୫ ସ୍ଥାନ ହାସଲ କରି ଡାକ୍ତରୀ ପଢିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ |ଶୁଭଶ୍ରୀ!-->!-->!-->…
ପଞ୍ଚାୟତ ନିର୍ବାହୀ ଅଧିକାରୀ କର୍ମଚାରୀଙ୍କ ପକ୍ଷରୁ ୪ ଦଫା ଦାବି ନେଇ କଳା ବ୍ୟାଚ ପିନ୍ଧି ବିକ୍ଷୋଭ।
ଅଷ୍ଟିନ ନିଉଜ଼ ଯାଜପୁରତା - ୮.୦୮ .୨୦୨୩
ଚାରି ଦଫା ଦାବି ନେଇ ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ-ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ସାରା ରାଜ୍ୟରେ ଅଗଷ୍ଟ ୭ ତାରିଖ ଠାରୁ ବିକ୍ଷୋଭ ଆରମ୍ଭ ହୋଇଛି।ଏହି ବିକ୍ଷୋଭ ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଂଘ ତରଫରୁ ସୂଚନା!-->!-->!-->…
ସ୍ପାରକିଙ୍ଗ ସନ ରୋଗରେ ଆକ୍ରାନ୍ତ ଗୌତମ ;ଆର୍ଥିକ ସହାୟତା ପାଇଁ ବଢ଼ାନ୍ତୁ ହାତ
ଅଷ୍ଟିନ ନ୍ୟୁଜ/ଯାଜପୁର
ତା - ୮.୦୮ .୨୦୨୩
ବରୀ ବ୍ଲକ ଧାରପୁର ପଂଚାୟତ ଧାରପୁର ଗ୍ରାମର ପୁରୁଷୋତ୍ତମ ଶାନ୍ତିଙ୍କ ପୁତ୍ର ଗୌତମ କୁମାର ଶାନ୍ତି ଦୁଇ ବର୍ଷ ତଳେ ସ୍ପାରକିଙ୍ଗ ସନ ରୋଗରେ ପୀଡିତ ହୋଇଥିଲେ ପରିବାର ଲୋକଙ୍କ ସହାୟତାରେ କଟକ ଏସସିବି ମେଡିକାଲ ଓ ଭୁବନେଶ୍ୱର ଏମଏସ ଯାଇ!-->!-->!-->!-->!-->…
ନିର୍ବାହୀ ଅଧିକାରୀଙ୍କ ପରଲୋକ!
ଅଷ୍ଟିନ ନିଉଜ/ଯାଜପୁରତା-୦୮-୦୮-୨୦୨୩
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସାଉଡିଆ ପଞ୍ଚାୟତର ନିର୍ବାହୀ ଅଧିକାରୀ ତଥା ବରୀ ବ୍ଲକ ଚନ୍ଦନପୁର ଗ୍ରାମର ରସାନନ୍ଦ ଜେନାଙ୍କର ଗତକାଲି ପରଲୋକ ହୋଇଯାଇଛି |ସେ ଗତ ଜୁନ ୪ତାରିଖରେ ମସ୍ତିଷ୍କଘାତରେ ଶିକାର ହୋଇଥିଲେ |ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ!-->!-->!-->…
