Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
ବୋଇତ ବନ୍ଦାଣ ଉପରେ ଲାଗିଲା ରୋକ
ଭୁବନେଶ୍ବର:
ତା ୨୪-୧୧-୨୦୨୦
କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା, ବୋଇତ ବନ୍ଦାଣ ଉପରେ ଲାଗିଲା ରୋକ। କୋଭିଡ 19 ପାଇଁ କଟକଣା ଜାରି କଲେ ସରକାର। ନଦୀ, ସମୁଦ୍ର ଓ ପୋଖରୀ ଭଳି ଜଳାଶୟରେ ଗହଳି କରିବା ଉପରେ କଟକଣା ଲାଗୁ ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ!-->!-->!-->!-->!-->…
ଆସୁଛି ବାତ୍ୟା, ଓଡ଼ିଶା ଉପରେ ନାହିଁ ବିପଦ
ଭୁବନେଶ୍ୱର:
ତା-୨୩-୧୧-୨୦୨୦
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ଅଧିକ ଘନୀଭୂତ ହେଉଛି। ଆସନ୍ତା ୨୪ ଘଣ୍ଟାରେ ଅବପାତ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ। ସାଇକ୍ଲୋନିକ ଷ୍ଟର୍ମ ପରେ ଉତ୍ତର-ପଶ୍ଚିମକୁ ମୁହାଁଇବା ସମ୍ଭାବନା ରହିଛି। ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ!-->!-->!-->!-->!-->…
ରାଜଭବନରେ ଶେଷ ଦର୍ଶନ;ପୁରୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କ୍ରୁତ୍ୟ ସମ୍ପର୍ଣ୍ଣ।
https://youtu.be/6NzO2CBiAms
ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ
ଭୁବନେଶ୍ୱର:
ତା-୨୩-୧୧-୨୦୨୦
ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗତ!-->!-->!-->!-->!-->…
ଅବପାତର ରୂପ ନେଲା ଲଘୁଚାପ।
ଭୁବନେଶ୍ବର:
ତା-୨୩-୧୧-୨୦୨୦
ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କଡ ଲୋ-ପ୍ରେସର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ା ବା ବାତ୍ୟାର ରୂପ ନେବ । ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରି!-->!-->!-->!-->!-->…
ରାଜ୍ଯପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ!
ଭୁବନେଶ୍ୱର
ତା-୨୩-୧୧-୨୦୨୦
ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ ହୋଇଯାଇଛି।
ସୁଶୀଳା ଦେବୀ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ, ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ!-->!-->!-->!-->!-->!-->!-->…
ସ୍କୁଲ ମିଶ୍ରଣ ନେଇ ବଦଳିଲା ସରକାରଙ୍କ ନିଷ୍ପତ୍ତି!
ଭୁବନେଶ୍ୱର:
ତା-୨୨-ନଭେମ୍ବର-୨୦୨୦
ବହୁ ବିରୋଧ ପରେ ସ୍କୁଲ ମିଶ୍ରଣ ନେଇ ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର। ଏଣିକି ୨୦ ନୁହେଁ ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଥିବା ସୂଚନା!-->!-->!-->!-->!-->!-->!-->…
ପୁରୀ ଜିଲ୍ଲାରେ ସିଙ୍ଘମ!
ପୁରୀ:
ତା-୨୨-ନଭେମ୍ବର-୨୦୨୦
ପୁରୀ ହାଜତ ମୃତ୍ୟୁ ମାମଲା ପରେ ତତ୍କାଳୀନ ଏସ୍ପି ଅଖିଳେଶ୍ୱର ସିଂହଙ୍କୁ ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ସମ୍ବଲପୁର ଏସ୍ପି କନୱର ବିଶାଲ ସିଂହଙ୍କୁ ଦାୟିତ୍ବ ଦିଆଯାଇଛି।
ଏନେଇ ରାଜ୍ୟ!-->!-->!-->!-->!-->!-->!-->!-->!-->…
