News portal website
before header
[URIS id=5393]

ରାଜ୍ଯପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ!

0 308

ଭୁବନେଶ୍ୱର

ତା-୨୩-୧୧-୨୦୨୦

ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ ହୋଇଯାଇଛି।

ସୁଶୀଳା ଦେବୀ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ, ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି।

ସୁଶୀଳା ଦେବୀଙ୍କ ବିୟୋଗରେ ନେତା, ରାଜନେତା, ସମାଜସେବୀ, ଶୋକ ବ୍ଯକ୍ତ କରିବା ସହ ସମବେଦନା ଜଣାଇଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

www.austinnews.in

Leave A Reply

Your email address will not be published.