News portal website
before header
Browsing Category

ଓଡିଶା

କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି : ପ୍ରତି ଗରୀବ ପାଇବେ ୨ ମାସର ମାଗଣା ରାସନ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୫-୨୦୨୧ ଦେଶର ୮୦ କୋଟି ଗରିବ ଲୋକଙ୍କୁ ମେ ଏବଂ ଜୁନ୍ ମାସରେ ମିଳିବ ମାଗଣା ରାସନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଥାଉକି, କରୋନା ଦ୍ୱିତୀୟ ଲହରରେ ପୀଡିତ ଦେଶର ଗରିବ…

ଆରମ୍ଭ ହେଲା ଗ୍ରୀଷ୍ମ ଛୁଟି

କଟକ / ଅଷ୍ଟିନ୍ ନ୍ୟୁଜ ତା-୦୫-୦୫-୨୦୨୧ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ, ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ରେ ଆଜି ଠାରୁ ମେ' ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଛି। ଏ ନେଇ ଉଚ୍ଛଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ଵବିଦ୍ୟାଳୟ କୁଳପତି ଓ…

ଲାବଣ୍ୟେନ୍ଦୁ ମାନସିଂହଙ୍କ ଦେହାନ୍ତ!

ଓଡ଼ିଶାର ପୂର୍ବତନ ବ୍ୟୁରୋକ୍ରାଟ୍ ଲାବଣ୍ୟେନ୍ଦୁ ମାନସିଂହଙ୍କ ଦେହାନ୍ତ ।ଏ ଖବର ପାଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଶୋକ ବ୍ଯକ୍ତ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଛନ୍ତି। ତାଙ୍କ ପରିବାରବର୍ଗଙ୍କୁ…

ଗାଁ ରେ ଆଡ୍ଡା ଜମେଇଛି ଚୋରା ମଦ ବେପାର

ଚୋରା ମଦବେପାରୀଙ୍କୁ ଧରିବେ କି ବାଲିଚନ୍ଦ୍ରପୁର ଥାନାଧିକାରୀ? କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୩-୦୫-୨୦୨୧ ଗାଁ ରେ ଆଡ୍ଡା ମେଲାଇଛି ଚୋରା ମଦ । ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସତେ ଯେମିତି ଗୋଟିଏ ସୁବର୍ଣ୍ଣ ସୁଯୋଗ ନେଇଆସିଛି। ରାତି ଅନ୍ଧାରରେ ବେଶ୍ଆଡ୍ଡା ଜମୁଛି ଚୋରା ମଦ ର…

ଶିଳ୍ପ କାରଖାନା ପାଇଁ ଡ୍ରୋନ ପ୍ରସ୍ତୁତ କରୁଛି କଟକ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁସନ।

କଟକ / ଅଷ୍ଟିନ୍ ନ୍ୟୁଜ ତା-୦୨-୦୫-୨୦୨୧ କଟକ ଠାରେ ଆଇ. ଜି. ଡ୍ରୋନ ସହ ଆଇ. ଟି. ଆଇ (ଇନ୍ଡଷ୍ଟ୍ରୀଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁସନ୍) ମିଳିତ ଭାବରେ ଡ୍ରୋନ କ୍ୟାମେରା ଉତ୍ପାଦନ କରିବା ଆରମ୍ଭ କରିଛନ୍ତି। ଶିଳ୍ପ କାରଖାନା ମାନଙ୍କର ଚାହିଦା ଅନୁଯାଇ ପ୍ରସ୍ତୁତ ହେଇଚୁ ଆଇ. ଜି.…

ଲକଡାଉନରେ ଚେକିଙ୍ଗ ଜୋରଦାର

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୦୨/୦୫/୨୦୨୧ ଫେରିଲା ଲକଡାଉନ୍ । କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାକୁ ଶେଷରେ କଡା ପଦକ୍ଷେପ ନେଲେ ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ଶେଷ ବିକଳ୍ପ ନିଆଯାଇଛି ରାଜ୍ୟରେ ଲାଗିଛି ୧୫ ଦିନିଆ ଲକଡାଉନ୍…

୧୪ ଦିନିଆ ଲକଡାଉନ୍ ରେ କ’ଣ ଖୋଲା ଏବଂ ବନ୍ଦ?

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୦୨/୦୫/୨୦୨୧ କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ସାରା ରାଜ୍ୟରେ ଲାଗିଲା ଲକଡାଉନ ରେ ସବୁ ବନ୍ଦ । ମେ ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ କରାଯାଇଛି ୧୪ ଦିନିଆ ଲକଡାଉନ୍ । ଆସନ୍ତୁ ନଜର ପକାଇବା ଲକଡାଉନ୍ ବେଳେ କଣ ଖୋଲା ରହିବ ଓ…

ସାମ୍ବାଦିକ ହେଲେ “ଫ୍ରଣ୍ଟ ଲାଇନ ଓ୍ବାରିୟର”-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୦୨-୦୫- ୨୦୨୧ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ଏହାସହ କରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ…

ରାଜ୍ୟରେ ୧୪ ଦିନ ଲକଡାଉନ;ମୁଖ୍ଯ ଶାସନ ସଚିବ।

ଶନିବାର ଓ ରବିବାର ସଟଡାଉନ ବଳବତ୍ତର ଅଷ୍ଟିନ ନ୍ଯୁଜ/ ଭୁବନେଶ୍ୱର ତା-୦୨-୦୫-୨୦୨୧ ରାଜ୍ଯର ୧୪ ଦିନ ପାଇଁ ଲକଡାଉନ।ଘୋଷଣା କଲେ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।ଏହି ଲକଡାଉନ ଏହି ମାସ ୫ ତାରିଖରୁ ଲାଗୁ। ମେ ମାସ ୫ ତାରିଖରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ…

ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ସରକାର ଅକ୍ସିମିଟର ଯୋଗାଇ ଦିଅନ୍ତୁ;AISF ଓଡ଼ିଶା।

ରାଜ୍ଯରେ ଗୋଷ୍ଠୀ ସଂକ୍ରମଣକୁ ଲକ୍ଷ୍ଯ କରି ସରକାର ନେବେ କି ନିଷ୍ପତ୍ତି? ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୦୧-୦୫-୨୦୨୧ ବର୍ତ୍ତମାନର ଘଡିସନ୍ଧି ମୂହୁର୍ତ୍ତରେ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା କରୋନା ରୋଗୀ ବନାମ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ…