Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ରାଜନୀତି
ତିନୋଟି ଗଣମାଧ୍ୟମ ନାମରେ ମାନହାନୀ ମୋକଦ୍ଦମା କଲେ;ଦିବ୍ଯଶଙ୍କର!
ଅକ୍ଟୋବର/୨୯/୨୦୨୧
ଅଷ୍ଚିନ ନ୍ୟୁଜ/ଭୁବନେଶ୍ୱର
ମୁହଁ ଖୋଲିଲେ ଦିବ୍ୟଶଙ୍କର, କହିଲେ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ସହ ତାଙ୍କର କୌଣସି ସଂପର୍କ ନାହିଁ।ତାଙ୍କ ସମ୍ପର୍କରେ ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ଚରିତ୍ର ସଂହାର!-->!-->!-->!-->!-->…
ବିଜେଡିରେ ଯୋଗ ଦେଲେ ବିଶ୍ବ ମଲିକ!
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବରୀ ନେତା ବିଶ୍ବରଞ୍ଜନ ମଲିକ ବିଜେଡରେ ଯୋଗ ଦେଲେ।ରାଜ୍ଯ ବିଜୁ ଜନତା ଦଳ କାର୍ଯ୍ୟାଳୟର ମିଶ୍ରଣ ପର୍ବରେ ସାମିଲ ହୋଇ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି।ରାଜ୍ଯ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉତ୍ତରୀୟ ଦେଇ ସ୍ବାଗତ କରିଥିବା ବେଳେ, ବରୀ!-->…
ମମିତା ମେହେର ଗଣଦୁଷ୍କର୍ମ ଓ ହତ୍ଯା ଘଟଣାରେ;ମାଓପୋଷ୍ଟର!
ଅଷ୍ଟିନ୍ ନ୍ୟୁଜ/ଭୁବନେଶ୍ବର
ତା-୨୬-୧୦-୨୦୨୧
କୁମୁଡାବାଲି ବ୍ରିଜ ନିକଟରେ ମାଓପୋଷ୍ଟର।ମମିତା ମେହେର ଗଣଦୁଷ୍କର୍ମ ଓ ହତ୍ଯା ଘଟଣାରେ ଚୁପ ଥିବା ସରକାର ପଦକ୍ଷେପ ନ ନଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଲାଇବ ମାଓବାଦୀ ସଂଗଠନ।
ଏନେଇ କୁମୁଡାବାଲି ବ୍ରିଜ ନିକଟରେ!-->!-->!-->!-->!-->!-->!-->!-->!-->…
