News portal website
before header
[URIS id=5393]

ବିଜେଡିରେ ଯୋଗ ଦେଲେ ବିଶ୍ବ ମଲିକ!

0 823

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବରୀ ନେତା ବିଶ୍ବରଞ୍ଜନ ମଲିକ ବିଜେଡରେ ଯୋଗ ଦେଲେ।ରାଜ୍ଯ ବିଜୁ ଜନତା ଦଳ କାର୍ଯ୍ୟାଳୟର ମିଶ୍ରଣ ପର୍ବରେ ସାମିଲ ହୋଇ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି।ରାଜ୍ଯ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉତ୍ତରୀୟ ଦେଇ ସ୍ବାଗତ କରିଥିବା ବେଳେ, ବରୀ ବିଧାୟିକା ସୁନନ୍ଦା ଦାସ ପୁଷ୍ପ ଗୁଚ୍ଛ ଦେଇଥିଲେ। ବିଶ୍ବ ବିଜେଡିରେ ଯୋଗ ଦେବାର ଶ୍ରେୟ ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ ଦେଇଛନ୍ତି ବବି। ବିଜେପି ଛାଡିବାର ତିନୋଟି ପ୍ରମୁଖ କାରଣ ଦର୍ଶାଇଛନ୍ତି ବିଶ୍ବ।

Notice
Leave A Reply

Your email address will not be published.