News portal website
before header
[URIS id=5393]

ତିନୋଟି ଗଣମାଧ୍ୟମ ନାମରେ ମାନହାନୀ ମୋକଦ୍ଦମା କଲେ;ଦିବ୍ଯଶଙ୍କର!

0 559

ଅକ୍ଟୋବର/୨୯/୨୦୨୧

ଅଷ୍ଚିନ ନ୍ୟୁଜ/ଭୁବନେଶ୍ୱର

ମୁହଁ ଖୋଲିଲେ ଦିବ୍ୟଶଙ୍କର, କହିଲେ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ସହ ତାଙ୍କର କୌଣସି ସଂପର୍କ ନାହିଁ।ତାଙ୍କ ସମ୍ପର୍କରେ ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ଚରିତ୍ର ସଂହାର କରିଛନ୍ତି ଓ ମିଥ୍ୟା ଖବର ପ୍ରସାରଣ କରିଛନ୍ତି ।

ତେଣୁ, ତାଙ୍କ ପରିବାର ଓଟିଭି ଓଡ଼ିଶା ରିପୋର୍ଟର ଏବଂ ଅର୍ଗସ ଗଣମାଧ୍ୟମ ବିରୋଧରେ ମାନହାନୀ ମାମଲା କରିଛନ୍ତି ।ରାଜ୍ଯ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଜି ଏନେଇ ପ୍ରେସ୍ ବିବୃତି ରଖିଛନ୍ତି।

Leave A Reply

Your email address will not be published.