News portal website
before header

ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୧-୦୫-୨୦୨୧ ଆସନ୍ତାକାଲି ଠାରୁ ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାନେଇ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା…

ପ୍ରଥମ ଥର କରି ଦାମୀ ଭ୍ୟାକ୍ସିନ ସିପ୍ଲା ଟୋକିଲିଜୁମାବ୍ ର ପ୍ରୟୋଗ।

କଟକର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର କରି ଦାମୀ ଇଞ୍ଜେକସନ ସିପ୍ଲା ଟୋକିଲିଜୁମାବ୍ ର ପ୍ରୟୋଗ ଅଷ୍ଟିନ ନ୍ୟୁଜ/କଟକ ତା-୩୦-୦୫-୨୦୨୧ କଟକର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର କରି ଦାମୀ ଭ୍ୟାକ୍ସିନ ସିପ୍ଲା ଟୋକିଲିଜୁମାବ୍ ର କିଛି ସମୟ ପୂର୍ବରୁ ଏକ କରୋନା ସଂକ୍ରମିତ…

ତିନୋଟି ଜିଲ୍ଲାରେ କୋହଳ ହେଲା ନିୟମ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୦-୦୫-୨୦୨୧ ରାଜ୍ୟରେ କରୋନା ମୁକାବିଲା ପାଇଁ ଜୁନ୍ 1 ତାରିଖ ସକାଳ 5ଟାରୁ ଜୁନ୍ 17 ତାରିଖ ସକାଳ 5ଟା ପର୍ଯ୍ୟନ୍ତ ଜାରି ରହିଥିବା ଲକଡାଉନ୍ ଅବଧିକୁ ବଢାଯାଇଛି ଏବଂ ଏହି ସମୟରେ ପୂର୍ବ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ।ତେବେ ଏହି…

ରାଜ୍ୟରେ ପୁଣି ବଢିଲା ଲକଡାଉନ୍‌

ରାଜ୍ୟରେ ପୁଣି ବଢିଲା ଲକଡାଉନ୍ ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ବେଳେ ପୁଣି ଜୁନ ୧୭ ଯାଏଁ ଲକ୍ କୁ ବଳବତ୍ତ ରଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଦୀର୍ଘ ୧୬ଦିନ ପର୍ଯ୍ୟନ୍ତ ଲକଡାଉନ୍ ବଢିଥିବା ସୂଚନା ମିଳିଛି ଶୁକ୍ରବାର ସନ୍ଧ୍ୟା ୬ରୁ ସୋମବାର ସକାଳ ୫ ପର୍ଯ୍ୟନ୍ତ…

ବାବା ରାମଦେବଙ୍କ ବିରୋଧରେ ଏକାଠି ହେଲେ ଡାକ୍ତର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୦-୦୫-୨୦୨୧ ରାମଦେବଙ୍କ ଦିନକୁ ଦିନ ଅସୁବିଧା ବଢିବାରେ ଲାଗିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପରେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (FAIMA) ବାବାଙ୍କୁ ଆଇନଗତ ନୋଟିସ୍ ଦେଇସାରିଛି । ଭାକସିନ ଏବଂ ଏଲୋପାଥି…

୨୪ ଘଣ୍ଟାରେ ୯,୫୪୧ ସଂକ୍ରମିତ ଚିହ୍ନଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା,୩୦-୦୫-୨୦୨୧ ରାଜ୍ୟରେ ୨୪ ଘଣ୍ଟାରେ ୯ ହଜାର ୫୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୯,୫୪୧ ମଧ୍ୟରୁ କ୍ୱାରେଣ୍ଟିନରୁ ୫,୩୪୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪,୧୯୮ ରହିଛି।ରାଜ୍ୟରେ ଆଉ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଆଜିର ମୃତ୍ୟୁ ସହ ରାଜ୍ୟରେ…

ମୋଦିଙ୍କ ମନ କି ବାତ ରେ ୟସ ଓ କରୋନା।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୦-୦୫-୨୦୨୧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ମନ୍ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଭାରତ ସବୁଠାରୁ ବଡ ଚ୍ୟାଲେଞ୍ଜକୁ ଦୃଢତାର ସହ ମୁକାବିଲା କରୁଛି । ସେ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ସମୟରେ ଦେଶବାସୀଙ୍କୁ…

ସୌରଝଡ ପ୍ରଭାବରେ ମୋବାଇଲ ନେଟୱର୍କ ପ୍ରଭାବିତ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୦-୦୫-୨୦୨୧ କରୋନା ଭାଇରସ୍ ସହ ଲଢୁଛି ବିଶ୍ୱ। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏଭଳି ସମୟରେ ବିଶ୍ୱ ପାଇଁ ପୁଣି ଏକ ବିପଦ ମାଡ଼ି ଆସୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ତେବେ ଏ ଭୟ କୌଣସି ନୂଆ ଭାଇରସର ନୁହେଁ, ତାଣ୍ଡବ…

ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ କରୋନାରେ ଦେହାନ୍ତ ..

ଅଷ୍ଟିନ ନ୍ୟୁଜ / ଭୁବନେଶ୍ଵର ତା-୩୦-୦୫-୨୦୨୧ ମହାରଥୀ ପରିବାରକୁ ଆଉ ଏକ ଦୁଃଖର ବାଦଲ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ । ୬୪ବର୍ଷ ବୟସରେ ପ୍ରଣୟଙ୍କର ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ…

ବିବାହ କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ….

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୦-୦୫-୨୦୨୧ ବିବାହ କଲେ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ । ଗତକାଲି ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୱେଷ୍ଟମିନିଷ୍ଟର କ୍ୟାଥେଡ୍ରାଲର ଏକ ଗୁପ୍ତ ସମାରୋହରେ ବିବାହ କରିଛନ୍ତି । କରୋନା କଟକଣା ଯୋଗୁଁ ବୋରିସ୍ ମାତ୍ର ୩୦ ଜଣ…