ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୩୦-୦୫-୨୦୨୧
କରୋନା ଭାଇରସ୍ ସହ ଲଢୁଛି ବିଶ୍ୱ। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏଭଳି ସମୟରେ ବିଶ୍ୱ ପାଇଁ ପୁଣି ଏକ ବିପଦ ମାଡ଼ି ଆସୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ତେବେ ଏ ଭୟ କୌଣସି ନୂଆ ଭାଇରସର ନୁହେଁ, ତାଣ୍ଡବ ରଚିବାକୁ ଯାଉଛି ପ୍ରକୃତି।

ମହାମାରୀ କରୋନା ନ ସରିବା ଭିତରେ ଆଉ ଏକ ସଙ୍କଟ ମୁଣ୍ଡ ଟେକିଲାନି । ଯାହାର ସାମ୍ନା କରିବେ ବିମାନ ଯାତ୍ରୀ । ପ୍ରଭାବିତ ହୋଇପାରେ ପାୱାର ଗ୍ରିଡ, ମୋବାଇଲ ଓ ରେଡ଼ିଓ ଯୋଗାଯୋଗ। ଜଳବାୟୁର ଅସ୍ବାଭାବିକ ପରିବର୍ତ୍ତନ ଯୋଗୁ ପୃଥିବୀ ଉପରେ ଦେଖାଦେଇଛି ଆଉ ଏକ ବିପଦ।

ଏହି କିଛି ବର୍ଷ ହେବ ସୂର୍ଯ୍ୟଙ୍କ ଠାରୁ ଉତପ୍ତ ଗ୍ୟାସ ବାହାରୁଛି , ଯାହାକୁ କରୋନାମାସ୍କ ଇଞ୍ଜେକ୍ସନ କୁହାଯାଉଛି। ଏହି ଗ୍ୟାସ ର ପ୍ରଭାବ ପୃଥିବୀ ଉପରେ ପଡ଼ିବାର ସମ୍ଭାବନା ଅଧିକ ରହୁଛି। ଯାହାକୁ ନେଇ ବୈଜ୍ଞାନିକମାନେ ଦ୍ଵନ୍ଦରେ ଥିବା ବେଳେ ଏହା ବହୁମାତ୍ରରେ ପ୍ରଭାବୀ ନୁହଁ ବୋଲି କୁହାଯାଉଛି।
ତେବେ କୁହାଯାଉଛି ଯେ, ଏହି ଚୁମ୍ବକୀୟ ଯୁଦ୍ଧ ହେବା ପରେ ମୋବାଇଲ ଓ ରେଡ଼ିଓ ଯୋଗାଯୋଗ ଅସ୍ବାଭାବିକ ହେବା ସହ ବିମାନରେ ଥିବା କର୍ମଚାରୀମାନଙ୍କ ପାଇଁ ବେଶୀ ପ୍ରଭାବୀ ହେବ।

ଏବେ ସାରା ବିଶ୍ଵ କରୋନା ଭାଇରସ୍ ସହ ଲଢୁଛି ବିଶ୍ୱ। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏଭଳି ସମୟରେ ବିଶ୍ୱ ପାଇଁ ପୁଣି ଏକ ବିପଦ ମାଡ଼ି ଆସୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ତେବେ ଏ ଭୟ କୌଣସି ନୂଆ ଭାଇରସର ନୁହେଁ, ତାଣ୍ଡବ ରଚିବାକୁ ଯାଉଛି ପ୍ରକୃତି। ସୌରଝଡ଼ର ଖବର ସାରା ବିଶ୍ୱକୁ ଦୋହଲାଇ ଦେଇଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
