୧୬ ଯାଏଁ ପ୍ରବଳ ବର୍ଷା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୬-୨୦୨୧
ମୌସୁମୀ ଆସିଲା । ଲଘୁଚାପ ବି ହେଲା। କିନ୍ତୁ, ଏ ଯାଏଁ ଯେମିତି ଆକଳନ କରାଯାଉଥିଲା ,ସେମିତି ବର୍ଷା ହେଉନାହିଁ। ଆଜିଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହେବ ପ୍ରବଳ ବର୍ଷା । ଉତ୍ତର- ପଶ୍ଚିମ ବଙ୍ଗୋସାଗରରେ ସକ୍ରିୟ ରହିଛି!-->!-->!-->!-->!-->…
