Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Author
Austin News 1530 posts 0 comments
Voice Of New Generation
ତିନି ପ୍ରତିଶତରୁ କମ ଭାରତୀୟ ସୁଚନା ଆଇନ ଜାଣନ୍ତି!
ସୂଚନା ଅଧିକାର ଆଇନ ଲାଗୁ ହେବାର ବାର ବର୍ଷ ପରେ ମଧ୍ଯ ପ୍ରତିବର୍ଷ ୪୦ ରୁ ୬୦ ଲକ୍ଷ ସୂଚନା ଆବେଦନ ପତ୍ର ଦାଖଲ କରନ୍ତି;କିନ୍ତୁ ୩ ପ୍ରତିଶତରୁ କମ ଭାରତୀୟ ନାଗରିକ ଏହାର ଆବେଦନ କରନ୍ତି ବୋଲି ବିଶେଷଜ୍ଞ ମାନେ ମତ ରଖନ୍ତି।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୧୨-୧୦-୨୦୨୨
!-->!-->!-->!-->!-->!-->!-->…
ତେୟାଳିଶ ବର୍ଷରେ ପାଦ ଦେଲେ ସେକ ଇକବାଲ ହୁସେନ।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୦-୧୦-୨୦୨୨
ସମାଜସେବୀ ତଥା ସାମ୍ବାଦିକ ସେକ ଇକବାଲ ହୁସେନଙ୍କ ଆଜି ତେୟାଳିଶତମ ଜନ୍ମଦିବସ।ରାଜନେତା,ଶୁଭେଚ୍ଛୁ, ଜନସାଧାରଣ ତାଙ୍କର ମଙ୍ଗଳ ମନାସି, ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ଦୀର୍ଘଦିନ ଧରି ସେ ଗ୍ରାମ୍ୟାଞ୍ଚଳରେ ସମ୍ବାଦ ସଂଗ୍ରହ କରିବା!-->!-->!-->!-->!-->…
ଶ୍ରୀ ମନ୍ଦିର ଶହେ ମିଟର ମଧ୍ଯରେ ହୋଇପାରିବ ନାହିଁ ସ୍ଥାୟୀ ନିର୍ମାଣ;ଏନଏମଏ!
କେବଳ ସେତିକି ନୁହେଁ,୧୦୦ ମିଟର ମଧ୍ୟରେ ହେଉଥିବା ଇନଫରମେସନ ଓ ଡୋନେସନ କିଓସ୍କ, ଫାଷ୍ଟଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର ଏବଂ ଏଟିଏମ କିଓସ୍କକୁ ମଧ୍ୟ ପ୍ରୋହିବିଟେଡ ଏରିଆ ବାହାରକୁ ନେବାକୁ କହିଛି ଏନଏମଏ।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୨୦-୦୯-୨୦୨୨
କିଛି ଦିନ!-->!-->!-->!-->!-->!-->!-->…
ଚଣ୍ଡିଖୋଲ ଛକରେ ମାଡିଗଲା ପିସିଆର ଭ୍ଯାନ;ଦୁଇ ଆହାତ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୨୦-୦୯-୨୦୨୨
ଚଣ୍ଡିଖୋଲ ଟ୍ରାଫିକ ଛକ ନିକଟରେ,ବସକୁ କିଛି ଯାତ୍ରୀ ଅପେକ୍ଷା କରିଥିଲେ।ଦୁଇ ଜଣ ଅପେକ୍ଷାରତ ଯାତ୍ରୀଙ୍କ ଉପରେ ମାଡିଯାଇଥିଲା ପିସିଆର ଭ୍ଯାନ।ସ୍ଥାନୀୟ ଲୋକେ ଗାଡି ଚକାତଳୁ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ!-->!-->!-->!-->!-->…
ବଡଚଣାରେ ଅର୍ନ୍ତଜାତୀୟ ମାନବାଧିକାର କାର୍ଯ୍ଯାଳୟ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୯-୦୯-୨୦୨୨
ଅର୍ନ୍ତଜାତୀୟ ମାନବାଧିକାର ରକ୍ଷକ ସମିତି ପକ୍ଷରୁ ବଡଚଣା ବ୍ଲକର ସାଉଡିଆ ପଞ୍ଚାୟତ ତାଳୁଆ ବାଲିକୁଦାଠାରେ ଏକ ନୂତନ କାର୍ଯାଳୟ ଉଦଘାଟନ କରାଯାଇଛି।ମାନବାଧିକାର ସମ୍ବନ୍ଧିତ ଏକ ଆଲୋଚନା ଚକ୍ର ମଧ୍ଯ ହୋଇଥିଲା।ଏହି ପରିପ୍ରେକ୍ଷୀରେ!-->!-->!-->!-->!-->…
ବଡଚଣାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୨୮୨୭ ୟୁନିଟ ରକ୍ତ ସଂଗ୍ରହ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୯-୦୯-୨୦୨୨
ସାରା ରାଜ୍ୟରେ ବଡଚଣା ନିର୍ବାଚନ ମଣ୍ଡଳୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଗତକାଲି ସ୍ବତନ୍ତ୍ର ପରିଚୟ ପାଇଛି, ଗୋଟିଏ ଦିନରେ ୨୮୨୭ ୟୁନିଟ ରକ୍ତ ସଂଗ୍ରହ କରିପାରିଛି ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନିର୍ବାଚନ ମଣ୍ଡଳୀ।ବିଜେଡି!-->!-->!-->!-->!-->…
ମୋଦିଙ୍କ ଜନ୍ମଦିନରେ ୭୨ ୟୁନିଟ ରକ୍ତ ସଂଗ୍ରହ କଲା ବଡଚଣା ବିଜେପି।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୭-୦୯-୨୦୨୨
ଭାରତର ପ୍ରଧାନମନ୍ତ୍ରୀ ତଥା ଦେଶର ପ୍ରଧାନ ସେବକ ନରେନ୍ଦ୍ର ମୋଦିଙ୍କ ଆଜି ହେଉଛି ଜନ୍ମଦିନ।ପଲ୍ଲୀରୁ ଦିଲ୍ଲୀ ଆବାଳବୃଦ୍ଧବନିତା ସମସ୍ତେ ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଏବଂ ଅଭିନନ୍ଦନ।ଚଳିତଥର ମୋଦିଙ୍କୁ ୭୨!-->!-->!-->!-->!-->…
