Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଭେଟେରାନ ଅଭିନେତା ମିହିର ଦାସ ଚାଲିଗଲେ!
ଦୀର୍ଘ ଦିନ ହେବ ଡାକ୍ତର ଖାନାରେ ଚିକିତ୍ସା ହେଉଥିବା ଓଲିଉଡ କଳାକାର ତଥା ଓଟିଭି ଲୋକ ପ୍ରିୟ କାର୍ଯ୍ୟକ୍ରମ ର ଉପସ୍ଥାପକ ମିହିର ଦାସଙ୍କ ଦେହାନ୍ତ।
ଅସୁସ୍ଥ ବଡମ୍ବା ବିଧାୟକ;ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୩୧-୧୨-୨୦୨୧
ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଅସୁସ୍ଥ ହେଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ରିଆକ୍ଟିଭ ପ୍ରୋଟିନ୍ ଯାହାକି ୬ ରୁ ୮ ଭିତରେ ରହିବା କଥା ତାହା ବଢି ଯାଇଥିବାରୁ ସମ୍!-->!-->!-->!-->!-->…
ଓଡିଶାରେ ପହଞ୍ଚିଲେ ନୂଆ ପୋଲିସ ଡିଜି!
କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁନୀଲ ବଂଶଲ ଆଜି ଆସି, ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହି ମାସରେ ପୋଲିସ ଡିଜି ଅଭୟଙ୍କ କାର୍ଯ୍ଯକାଳ ସରୁଥିବା ବେଳେ, ନୂତନ ପୋଲିସ ଡିଜି ଭାବେ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବେ।
ବିଚକ୍ଷଣ ବିଜୁ ନନ୍ଦନ
ଆହେ ବିଜୁ ନନ୍ଦନ !ଯେତିକି ଫିକରତୁମକୁ ଜଣା ହେଆସିଗଲେ ନିର୍ବାଚନ,ସହାୟତା ନାମେଟଙ୍କା ବାଣ୍ଟିଣଜିଣୁଛ ଭୋଟରଙ୍କ ମନ ।
ବାବୁ ମଉନ !ରାଜନୀତି ପେଞ୍ଚତମେ ହିଁ ଜାଣ ,କେହି ଜାଣନ୍ତିନିକେବେ କଟିବକାହା ଗୋଛି ଆଉ କାହା ଆସନ ,ଧନ୍ୟ ଧନ୍ୟବାବୁ ରାଜନୀତି ବିଚକ୍ଷଣ ।
