News portal website
before header
[URIS id=5393]

ବିଚକ୍ଷଣ ବିଜୁ ନନ୍ଦନ

0 232

ଆହେ ବିଜୁ ନନ୍ଦନ !
ଯେତିକି ଫିକର
ତୁମକୁ ଜଣା ହେ
ଆସିଗଲେ ନିର୍ବାଚନ,
ସହାୟତା ନାମେ
ଟଙ୍କା ବାଣ୍ଟିଣ
ଜିଣୁଛ ଭୋଟରଙ୍କ ମନ ।

ବାବୁ ମଉନ !
ରାଜନୀତି ପେଞ୍ଚ
ତମେ ହିଁ ଜାଣ ,
କେହି ଜାଣନ୍ତିନି
କେବେ କଟିବ
କାହା ଗୋଛି ଆଉ କାହା ଆସନ ,
ଧନ୍ୟ ଧନ୍ୟ
ବାବୁ ରାଜନୀତି ବିଚକ୍ଷଣ ।

Leave A Reply

Your email address will not be published.