News portal website
before header
[URIS id=5393]

ଅସୁସ୍ଥ ବଡମ୍ବା ବିଧାୟକ;ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ!

0 234

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

ତା-୩୧-୧୨-୨୦୨୧

ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଅସୁସ୍ଥ ହେଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ରିଆକ୍ଟିଭ ପ୍ରୋଟିନ୍ ଯାହାକି ୬ ରୁ ୮ ଭିତରେ ରହିବା କଥା ତାହା ବଢି ଯାଇଥିବାରୁ ସମ୍ ହସପିଟାଲରେ ଚିକିତ୍ସା ହେଉଛନ୍ତି। ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ।

Leave A Reply

Your email address will not be published.