ଅଷ୍ଟିନ ଘଣ୍ଟ ବିଚକ୍ଷଣ ବିଜୁ ନନ୍ଦନ Austin Ghanta Dec 28, 2021 0 ଆହେ ବିଜୁ ନନ୍ଦନ !ଯେତିକି ଫିକରତୁମକୁ ଜଣା ହେଆସିଗଲେ ନିର୍ବାଚନ,ସହାୟତା ନାମେଟଙ୍କା ବାଣ୍ଟିଣଜିଣୁଛ ଭୋଟରଙ୍କ ମନ । ବାବୁ ମଉନ !ରାଜନୀତି ପେଞ୍ଚତମେ ହିଁ ଜାଣ ,କେହି ଜାଣନ୍ତିନିକେବେ କଟିବକାହା ଗୋଛି ଆଉ କାହା ଆସନ ,ଧନ୍ୟ ଧନ୍ୟବାବୁ ରାଜନୀତି ବିଚକ୍ଷଣ ।
ଅଷ୍ଟିନ ଘଣ୍ଟ ପଛୁଆ ପ୍ରତାରଣା ! Austin Ghanta Dec 25, 2021 0 ଓବିସି ପାଇଁ କିକେତେ ଯେ ଦରଦଦେଖେଇ ହୁଅନ୍ତିଆସିଗଲେ ନିର୍ବାଚନ,ନିଜକୁ ସତିଆ ବୋଲାଇଥାନ୍ତିମାରିକି ଟୁଇଟର ବାଣ ।ଓବିସି ପ୍ରସଙ୍ଗେଘେରିଲେ ପ୍ରଥମେବାବୁ ଶିକ୍ଷା ପ୍ରଧାନ ,ବାରୁଦେ ନିଆଁଚେଙ୍ଗିଲେ ସତେକିଚିହିଁକି ଉଠିଲେବାବୁ ଦାସ ସଂଗଠନ , ସବୁ ଦେଖି ଶୁଣିଚୁପ୍ ଅଛନ୍ତିଆମ କମନ ମ୍ୟାନ ।
ଅଷ୍ଟିନ ଘଣ୍ଟ ସଲାମ୍ ଜେନେରାଲ Austin Ghanta Dec 8, 2021 0 ଅବେଳରେ ଛାଡିଅଫେରା ବାଟରେଚାଲିଗଲ ଆହେଭାରତମାତାର ଯୋଗ୍ୟତମ ସୂତ,ଏ ଦେଶ ଦେଖିଛି ତୁମ ବୀରତ୍ବଆହେ ବିପିନ ରାଓ୍ବତ;ତୁମ ଆବର୍ତ୍ତମାନରେସଲାମ ଶତ ଶତ ।।